Home ଓଡ଼ିଶା ଷ୍ଟ୍ରାଟେଜିକ ପୋଲ ଉଦଘାଟନ କରିବେ ରାଜନାଥ ସିଂ

ଷ୍ଟ୍ରାଟେଜିକ ପୋଲ ଉଦଘାଟନ କରିବେ ରାଜନାଥ ସିଂ

185

ନୂଆଦିଲ୍ଲୀ,୨୧/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ଲାଦାଖର ଏଲ ଓସିରେ ଷ୍ଟ୍ରାଟେଜିକ  ପୋଲ ଉଦଘାଟନ କରିବେ ରାଜନାଥ ସିଂ । ରାଜନାଥ ସିଂ ଙ୍କ ସହ ସେନା ଅଧ୍ୟକ୍ଷ ବିପିନ ରାୱତ ମଧ୍ୟ ଏଥିରେ ସାମିଲ ରହିବେ ବୋଲି ସୂଚନା ମିଳିଛି । ତେବେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଦୌଲତ ବେଗ ଓୌଲ୍ଡିକୁ ସଂଯୋଗ କରୁଥିବା ନୂଆ ହୋଇଥିବା ରାସ୍ତା ଉପରେ ହୋଇଥିବା ପୋଲକୁ ଉଦ୍‌ଘାଟନ କରିବେ ରାଜନାାଥ । ଯାହାର ନାମ କରଣ ଭାରତୀୟ ସେନାର ପ୍ରତିଷ୍ଠିତ ସୈନିକ କର୍ଣ୍ଣଲ ଶେବାଙ୍ଗ ରେନଶେନଙ୍କ ନାମ ଅନୁସାରେ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.