Home ଜିଲ୍ଲା ପରିକ୍ରମା ଷ୍ଟେଟ ବ୍ୟାଙ୍କ ପକ୍ଷରୁ ହାଇସ୍କୁଲରେ ଦୁର୍ନିତୀ ନିବାରଣ ତର୍କ ପ୍ରତିଯୋଗୀତା

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ହାଇସ୍କୁଲରେ ଦୁର୍ନିତୀ ନିବାରଣ ତର୍କ ପ୍ରତିଯୋଗୀତା

184

ଯାଜପୁର; ୨୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): ଦୁର୍ନିତୀ ନିବାରଣ ସପ୍ତାହ ଅବସରରେ ପାଣିକୋଇଲିସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ପକ୍ଷରୁ ପାଣିକୋଇଲି ନୋଡାଲ ହାଇସ୍କୁଲ ଠାରେ ସୁଧାତା ଏକ ଜୀବନ ଶୈଳୀ ଶିର୍ଷକ ବିର୍ତକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୁର୍ନିତୀ ନିବାରଣ କ୍ଷେତ୍ରରେ ଛାତ୍ର/ଛତ୍ରୀ ମାନଙ୍କ ଏକ ଗୁରତ୍ୱ ପୂର୍ଣ୍ଣ ଭୂମିକା ରହିଥିବା ବେଳେ ଛାତ୍ର/ଛାତ୍ରୀଙ୍କ କର୍ତବ୍ୟ ସର୍ମ୍ପକରେ ଆଲୋଚନା କରାଯାଇଥିଲା । ବିର୍ତକ ପ୍ରତିଯୋଗୀତାରେ ୫୦ ଜଣ ଛାତ୍ର/ଛାତ୍ରୀ ଅଂଶ ଗହଣ କରିଥିବା ବେଳେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର/ଛାତ୍ରୀ ଶାଖା ପରିଚାଳକ ନିହାର ରଂଜନ ଦାସ ପୁସ୍କୃତ କରିଥିଲେ । ପ୍ରଦାନ ଶିକ୍ଷକ ରବିନ୍ଦ୍ର ସାହୁ, ଶିକ୍ଷକ ସଂଗ୍ରାମ ପହୀ, ଉର୍ମିଳା ଦାସ, ଅନ୍ନପୂର୍ଣ୍ଣା ମିଶ୍ର, ପ୍ରଫୁଲ୍ଲ ଦାସ, ଭୋଳାନାଥ ସାହୁ,ପ୍ରଫୁଲ୍ଲ ବେହେରା, ପ୍ରତାପ ପହୀ ପ୍ରମୁଖ ବିର୍ତକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.