Home ଜିଲ୍ଲା ପରିକ୍ରମା ଷଣ୍ଢ ବୋଝେଇ ଟ୍ରକକୁ ଅଟକ ରଖିଲା ଦେବ ସେନା ହିନ୍ଦୁ ସଙ୍ଗଠନ

ଷଣ୍ଢ ବୋଝେଇ ଟ୍ରକକୁ ଅଟକ ରଖିଲା ଦେବ ସେନା ହିନ୍ଦୁ ସଙ୍ଗଠନ

33

ପୁରୀ ୨୯-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା କାକଟପୁର ସମେଶ୍ଵର ମନ୍ଦିର ଆଗରେ ଏକ ଷଣ୍ଢ ବୋଝେଇ ଟ୍ରକକୁ ଅଟକ ରଖିଲା ଦେବ ସେନା ହିନ୍ଦୁ ସଙ୍ଗଠନ। ଆଜି ଷଣ୍ଢ ବୋଝେଇ ଟ୍ରକ ଦେଖି ଦେବ ସେନା ହିନ୍ଦୁ ସଙ୍ଗଠନ ଷଣ୍ଢ ବୋଝେଇ ଟ୍ରକ ଅଟକ ରଖି କାକଟପୁର ପୋଲିସ ଖବର ଦେଇଥିଲେ। କାକଟପୁର ପୋଲିସ ଖବର ପାଇଁ ଷଣ୍ଢ ବୋଝେଇ ଟ୍ରକ କୁ ଜବତ କରି ଗାଡିର କାଗଜପତ୍ର ଯାଂଚ କରିବା ସହ କାହିଁକି ଷଣ୍ଢ ଟ୍ରକ ରେ ବୋଝେଇ କରାଯାଇଥିଲା। କେଉଁଠୁ ଆସିଲା ତଦନ୍ତ ଚଳାଇଛନ୍ତି। କାକଟପୁର ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.