Home କୋରାପୁଟ ଶ୍ରୀରାମ ଜନ୍ମଭୂମି ଭବ୍ୟ ମନ୍ଦିର ନିର୍ମାଣର୍ଥେ କୋରାପୁଟ ମ୍ୟୁନସିପାଲଟିରେ ନିଧି ସଂଗ୍ରହର ଶୁଭାରମ୍ଭ ଓ ଶୋଭାଯାତ୍ରା

ଶ୍ରୀରାମ ଜନ୍ମଭୂମି ଭବ୍ୟ ମନ୍ଦିର ନିର୍ମାଣର୍ଥେ କୋରାପୁଟ ମ୍ୟୁନସିପାଲଟିରେ ନିଧି ସଂଗ୍ରହର ଶୁଭାରମ୍ଭ ଓ ଶୋଭାଯାତ୍ରା

38

କୋରାପୁଟ ୨୪-୦୧(ଓଡିଆ ପୁଅ /ରଂଜନ ଦାସ)ଶ୍ରୀରାମ ଜନ୍ମଭୂମି ଭବ୍ୟ ମନ୍ଦିର ନିର୍ମାଣର୍ଥେ କୋରାପୁଟ ମ୍ୟୁନସିପାଲଟିରେ ନିଧି ସଂଗ୍ରହର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି ।କୋରାପୁଟ ପ୍ରେସକ୍ଲବ ପାଶ୍ୱର୍ରେ ଥିବା ରାମମନ୍ଦିରଠାରେ ପୂଜାର୍ଜନା କରି ଆରଏସଏସ ,ବିଜେପି ଓ ଅନ୍ୟାନ୍ୟ ବ୍ୟକ୍ତିମାନେ ଏକତ୍ରୀତ ହେବା ପରେ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଗ୍ରହଣ କରିବା ପରେ ସହରରେ ମଟରସାଇକେଲ ଶୋଭାଯାତ୍ରା କରିଥିଲେ ।କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ୧୦ ହଜାର ଟଙ୍କା ଦାନ କରିଥିଲେ ବୋଲି ଜଣାପଡିଛି ।ଆରଏସଏସର ତ୍ରୀନାଥ ଦଳେଇ , ଦୁଃଶମନ୍ତ ପରିଡା ,ବିଭୁତିଭୂଷଣ ନାୟକ ,ବିଜେପି ଜିଲ୍ଲା ସଭାପତି ସୁମନ୍ତ ପରିଡା ,ପୂର୍ବତନ ସଭାପତି ଜୟରାମ ଗରଡା ଓ ବିଜୟ କୁମାର ମିଶ୍ର , ତ୍ରୀପୁରାରୀ ଗରଡା ,ଅଶ୍ୱିନୀ ପଟନାୟକ , ମନୋଜ ନାୟକ ,ମହିପାଳ ସିଂ , ଜି.ସଂଜିବ କୁମାର ,ଅମରେନ୍ଦ୍ର ସେଠୀ ,ଭଗବତୀ ଆଚାରୀ ,ପ୍ରହଲ୍ଲାଦ ସାହୁ ,ନୃପେନ୍ଦ୍ର ନାରାୟଣ ବାଘ ,ଦୁର୍ଗା ପଟନାୟକ ,ତାରିଣୀ ପାତ୍ର , ସନ୍ତୋଷ ସାହୁ ,ବି.ରାଜା ରାଓ ,ଉଦିତ ସାହୁ ,ସୈାମେନ୍ଦ୍ର କୁମାର ସ୍ୱାଇଁ ,ଡ.ରବି ନାରାୟଣ ମିଶ୍ର ,ରୂପକ ବେହେରା ,ଗୈାରୀ ବାଈ ,ଗଙ୍ଗା ବାଈ ,ଗୈାତମୀ ବାଈ ,ଭୁବନେଶ୍ୱରୀ ବାଈ , ଅର୍ଚ୍ଚନା ସିଂ , ଭାଗିରଥି ପାଟନିଆଙ୍କ ସହ ଶତାଧିକ ବ୍ୟକ୍ତି ବିଶେଷ ମଟରସାଇକେଲ ଶୋଭାଯାତ୍ରା କରି ରାମ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ସକାଶେ ସଚେତନତା ଶୋଭାଯାତ୍ରା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.