Home ଓଡ଼ିଶା ଶ୍ରୀନଅରରେ ସୁନିଆ : ଆରମ୍ଭ ହେଲା ଗଜପତିଙ୍କ ୧୪୨୮ ସାଲ ଓ ୬୩ ଅଙ୍କ

ଶ୍ରୀନଅରରେ ସୁନିଆ : ଆରମ୍ଭ ହେଲା ଗଜପତିଙ୍କ ୧୪୨୮ ସାଲ ଓ ୬୩ ଅଙ୍କ

306

ପୁରୀ, ୨୯/୮(ଓଡ଼ିଆ ପୁଅ) – ପରମ୍ପରା ଓ ରୀତିନୀତି ମତେ ଗଜପତିଙ୍କ ସୁନିଆ ଉତ୍ସବ ଶନିବାର ସଂନ୍ଧ୍ୟାରେ ଶ୍ରୀନଅରରେ ଅନୁଷ୍ଠିତ ହୋଇଥିଲା। ଆଜିଠାରୁ ଗଜପତିଙ୍କ ୧୪୨୮ ସାଲ ଗଣନା ଆରମ୍ଭ ହୋଇଛି। ଏହି ଅବସରରେ ଏକ ସୁବର୍ଣ୍ଣ ମୁଦ୍ରାରେ ୬୩ ଅଙ୍କ କଟାଯାଇଥିବା ବେଳେ ରାଜଗୁରୁ ଏହାକୁ ପ୍ରଦର୍ଶିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.