Home ଜିଲ୍ଲା ପରିକ୍ରମା ଶୌଚ ପାଇଁ ଯାଇଥିବା ଯୁବକର ମୃତଦେହ କେନାଲରୁ ଉଦ୍ଧାର

ଶୌଚ ପାଇଁ ଯାଇଥିବା ଯୁବକର ମୃତଦେହ କେନାଲରୁ ଉଦ୍ଧାର

48

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତ ବାଙ୍କମୁହାଁ ଗ୍ରାମର ଚଣ୍ଡାଳିସାହି ମୁଣ୍ଡାପଡାର ଲକ୍ଷ୍ମୀଧର ପୁର୍ତ୍ତି(୨୫) ଆଜି ସକାଳେ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଲକ୍ଷ୍ମୀଧର ଶୌଚ ପାଇଁ ଯାଇ ଫେରିନଥିଲା । ପରିବାର ଲୋକେ ଖୋଜାଖୋଜି କରି କେନାଲ ପାଣିରୁ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ଲକ୍ଷ୍ମୀଧରକୁ ମୃତ ଘୋଷଣା କରିବା ସହ ଥାନାକୁ ରିପୋର୍ଟ କରିଥିଲେ । ମେଡିକାଲ ରିପୋର୍ଟ ଆଧାରରେ ଥାନାରେ ୧୬/୨୧ନଂ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.