Home କେନ୍ଦୁଝର ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଲଗାଣ ବର୍ଷାରେ ଭାଙ୍ଗିଲା ଘର

102

ପାଟଣା ୨୮-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ସିଲିପଦା ଗ୍ରାମ ପଞ୍ଚାୟତ ସରସ୍ୱତୀପଡା ଗ୍ରାମର ରଜନୀ ମହାନ୍ତ ଙ୍କର ୩ ବଖରା ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଶୁକ୍ରବାର ବିଲମ୍ବିତ ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ବତୁରୀ ସମ୍ପୂର୍ଣ୍ଣ ଖସିପଡିଛି। ଘରେ ସମସ୍ତେ ଶୋଇଥିବା ବେଳେ ହଠାତ କାନ୍ଥ ପଡି ଯିବାରୁ ଘରେ ଥିବା ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି କିନ୍ତୁ ଶନିବାର ସରକାରୀ ଛୁଟି ଥିବାରୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ମିଳି ନଥିବା ଅଭିଯୋଗ ହୋଇଛି ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.