Home Coronavirus Outbreak ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ୧୮୧୦, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ୧୮୧୦, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

189

ଭୁବନେଶ୍ୱର ୭-୮ (ଓଡ଼ିଆ ପୁଅ) ରାଜ୍ୟରେଆଜି ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ

ଏହା ସହ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୮୬୯୭ କୁ ବୃଦ୍ଧି ପାଇଛି।

୭୦୦ ଜଣ ଗଞ୍ଜାମ ଜିଲ୍ଲାରୁ,

୨୦୨ ଜଣ ଖୋର୍ଦ୍ଧା ଜିଲ୍ଲାରୁ,

୧୪୭ ଜଣ କଟକ ଜିଲ୍ଲାରୁ,

୧୩୬ ଜଣ ଗଜପତିଜିଲ୍ଲାରୁ,

୧୧୬ ଜଣ ଢେଙ୍କାନାଳ ଜିଲ୍ଲାରୁ,

୧୦୬ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ,

୬୨ ଜଣ ସମ୍ବଲପୁର ଜିଲ୍ଲାରୁ,

୫୫ ଜଣ ରାୟଗଡ଼ା ଜିଲ୍ଲାରୁ,

୩୭ ଜଣ କେନ୍ଦୁଝର ଜିଲ୍ଲାରୁ,

୩୪ ଜଣ ଅନୁଗୁଳ ଜିଲ୍ଲାରୁ,

୨୪ ଜଣ କଳାହାଣ୍ଡି ଜିଲ୍ଲାରୁ,

୨୨ ଜଣ କୋରାପୁଟ ଜିଲ୍ଲାରୁ,

୨୦ ଜଣ ଯାଜପୁର ଜିଲ୍ଲାରୁ,

୧୯ ଜଣ ବଗଗଡ଼ ଜିଲ୍ଲାରୁ,

୧୭ ଜଣ ବାଲେଶ୍ୱର ଜିଲ୍ଲାରୁ,

୧୫ ଜଣ ବଲାଙ୍ଗୀର ଜିଲ୍ଲାରୁ,

୧୫ ଜଣ ମୟୁରଭଞ୍ଜ ଜିଲ୍ଲାରୁ,

୧୪ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ,

୧୩ ଜଣ ଭଦ୍ରକ ଜିଲ୍ଲାରୁ,

୧୧ ଜଣ ଲେଖାଏଁ ଦେବଗଡ଼ ଜିଲ୍ଲାରୁ, ଏବଂ ନବରଙ୍ଗପୁର ଜିଲ୍ଲାରୁ,

୮ ଜଣ ଲେଖାଏଁ ଜଗତସିଂହପୁର ଜିଲ୍ଲାରୁ, ଏବଂ ଝାରସୁଗୁଡ଼ା ଜିଲ୍ଲାରୁ,

୬ ଜଣ ପୁରୀ ଜିଲ୍ଲାରୁ,

୫ ଜଣ ବୌଦ୍ଦ ଜିଲ୍ଲାରୁ,

୪ ଜଣ ସୋନପୁର ଜିଲ୍ଲାରୁ,

୩ ଜଣ ମାଲକାନଗିରି ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.