Home ଜିଲ୍ଲା ପରିକ୍ରମା ରାନ୍ଦିଆ ଶ୍ରୀରାମ ଟ୍ରକ୍ ମାଲିକ ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ରାନ୍ଦିଆ ଶ୍ରୀରାମ ଟ୍ରକ୍ ମାଲିକ ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

15

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରାନ୍ଦିଆସ୍ଥିତ ଶ୍ରୀରାମ ଟ୍ରକ୍ ମାଲିକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସଂଘ କାର୍ଯ୍ୟାଳୟରେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀରାମ ଟ୍ରକ୍ ମାଲିକ ସଂଘର ନବ ନିର୍ବାଚିତ ସଭାପତି ଭାବେ ପ୍ରଶାନ୍ତ କୁମାର ପରିଡା, ଉପସଭାପତି ବିଶ୍ୱଜିତ୍ ଦାସ, ସଂପାଦକ ଅମିତ କୁମାର ମହାପାତ୍ର, ସହ ସଂପାଦକ ବିନୋଦ ବିହାରୀ ଦୀକ୍ଷିତ, କୋଷାଧ୍ୟକ୍ଷ ଦେବେନ୍ଦ୍ର ପ୍ରଧାନ ମନୋନୀତ ହୋଇଥିବାବେଳେ ଆନନ୍ଦ ଦୀକ୍ଷିତ୍ ଆଡଭାଇଜର ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଏହି ସଂଘରେ ଗଣେଶ ବେହେରା, ରାଜୀବ କୁମାର ପରିଡା, ମହମ୍ମଦ ଫିରୋଜି, ସୁଜିତ୍ ସାମଲ ଓ ସଂଜୟ ପ୍ରଧାନ ସଂଘର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ସଂଘର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ ନବ ନିର୍ବାଚିତ କର୍ମକର୍ତ୍ତାମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.