Home Top News ରାଜ୍ୟର ଦୁଇଟି ୨ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ୫ ଟି ବ୍ଲକ୍ ରେ ୧୦୦%...

ରାଜ୍ୟର ଦୁଇଟି ୨ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ୫ ଟି ବ୍ଲକ୍ ରେ ୧୦୦% ଟିକାକରଣ

90

ଭୁବନେଶ୍ୱର ୧୬ -୧୦ (ଓଡ଼ିଆ ପୁଅ) ରାଜ୍ୟର ଦୁଇଟି ୨ ଟି ମ୍ୟୁନିସିପାଲ୍‌ କର୍ପୋରେସନ୍ ଏବଂ ୫ ଟି ବ୍ଲକ୍ ରେ ୧୦୦% ଟିକାକରଣ କରାଯାଇଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

ଦୁଇଟି ମ୍ୟୁନିସିପାଲ୍‌ କର୍ପୋରେସନ୍ ହେଲେ ଭୁବନେଶ୍ୱର (BMC) ଏବଂ ବ୍ରହ୍ମପୁର (BeMC)
ପାଞ୍ଚଟି ବ୍ଲକ ହେଲେ – ରିଆମାଲ୍ ବ୍ଲକ୍ (ଦେବଗଡ଼),
ବେଲଗୁଣ୍ଠା ବ୍ଲକ୍ (ଗଞ୍ଜାମ)
ଟିକାବାଲି, ଜି ଉଦୟଗିରି ଏବଂ ରାଇକିଆ ବ୍ଲକ୍ (କନ୍ଧମାଳ)।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.