Home Coronavirus Outbreak ରାଜ୍ୟରେ ୨ କୋଟିରୁ ଅଧିକ ନାଗରିକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ

ରାଜ୍ୟରେ ୨ କୋଟିରୁ ଅଧିକ ନାଗରିକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ

48

ଭୁବନେଶ୍ୱର ୨୯ -୧୨ (ଓଡ଼ିଆ ପୁଅ)ରାଜ୍ୟ ହାସଲ କରିଛି ଆଉ ଏକ ମାଇଲ ଖୁଣ୍ଟ।
ରାଜ୍ୟରେ ୨ କୋଟିରୁ ଅଧିକ ନାଗରିକଙ୍କୁ ସମ୍ପୂର୍ଣ୍ଣ COVID-19 ସହିତ Covid19 ବିରୋଧରେ ଲଢ଼େଇରେ ଓଡିଶା ଆଉ ଏକ ପାଦ ଆଗକୁ ଯାଇଛି।

ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

COVID-୧୯ ବିରୋଧରେ ଲଢ଼େଇରେ ସାମିଲ ହୋଇଥିବାରୁ ଓଡିଶାର ଲୋକଙ୍କୁ ଧନ୍ୟବାଦ ଜଣେଇଛି ବିଭାଗ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.