Home Coronavirus Outbreak ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୨୨୧ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୨୨୧ ନୂଆ ଆକ୍ରାନ୍ତ ଚିହ୍ନଟ

44

ଭୁବନେଶ୍ୱର ୨୯ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୨୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୨୨୧
୦-୧୮ ବର୍ଷର : ୩୪
କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୯
– ସ୍ଥାନୀୟ ଅଞ୍ଚଳରୁ୯୨
୧- ବାଲେଶ୍ୱର ଜିଲ୍ଲାରୁ ୮
୨- ବରଗଡ଼ ଜିଲ୍ଲା : ୧
୩- ଭଦ୍ରକ ଜିଲ୍ଲାରୁ ୧
୪- କଟକ ଜିଲ୍ଲାରୁ ୧୫
୫- ଢେଙ୍କାନାଳ ଜିଲ୍ଲାରୁ ୩
୬- ଗଜପତି ଜିଲ୍ଲାରୁ ୨
୭- ଗଞ୍ଜାମ ଜିଲ୍ଲାରୁ ୨
୮- ଜଗତସିଂହପୁର ଜିଲ୍ଲାରୁ ୫
୯- ଯାଜପୁର ଜିଲ୍ଲାରୁ ୬
୧୦- ଝାରସୁଗୁଡ଼ା ଜିଲ୍ଲାରୁ ୫
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ: ୩
୧୨- କେନ୍ଦୁଝର ଜିଲ୍ଲାରୁ ୧
୧୩- ଖୋର୍ଦ୍ଧାରୁ : ୯୮
୧୪- କୋରାପୁଟ ଜିଲ୍ଲାରୁ ୨
୧୫- ମୟୁରଭଞ୍ଜ ଜିଲ୍ଲାରୁ ୮
୧୬- ନୟାଗଡ଼ ଜିଲ୍ଲାରୁ ୩
୧୭- ନୂଆପଡ଼ା ଜିଲ୍ଲାରୁ ୧
୧୮- ପୁରୀ ଜିଲ୍ଲାରୁ ୬
୧୯- ରାୟଗଡ଼ା ଜିଲ୍ଲାରୁ ୧
୨୦- ସମ୍ବଲପୁର ଜିଲ୍ଲାରୁ ୨୧
୨୧- ସୋନପୁର ଜିଲ୍ଲାରୁ ୧
୨୨- ସୁନ୍ଦରଗଡ଼ ଜିଲ୍ଲାରୁ ୭
୨୩- State Pool: ୨୧
– ନୂଆ ସୁସ୍ଥ ହୋଇଥିଲେ୧୮୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୩୯୮୯୪୬
– ମୋଟ ଆକ୍ରାନ୍ତ ୧୦୫୪୩୮୧
– ମୋଟ ସୁସ୍ଛ ହୋଲେଣି ୧୦୪୪୨୭୮
ସକ୍ରୀୟ ଆକ୍ରାନ୍ତ: ୧୫୯୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.