Home Coronavirus Outbreak ରାଜ୍ୟରେ କରୋନା ନେଲା ୧୨ ଜୀବନ – ମୃତ୍ୟୁ ସଂଖ୍ୟା ୨୦୨୯ କୁ ବୃଦ୍ଧି

ରାଜ୍ୟରେ କରୋନା ନେଲା ୧୨ ଜୀବନ – ମୃତ୍ୟୁ ସଂଖ୍ୟା ୨୦୨୯ କୁ ବୃଦ୍ଧି

21

ଭୁବନେଶ୍ୱର ୨୯-୪ (ଓଡ଼ିଆ ପୁଅ) ରାଜ୍ୟରେ କରୋନା ନେଲା ୧୨ ଜୀବନ। ଏହା ସହ ମୃତ୍ୟୁ ସଂଖ୍ୟା ୨୦୨୯ କୁ ବୃଦ୍ଧି ପାଇଛି। ଅନୁଗୁଳ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଦା ଜିଲ୍ଲାରୁ  ୪ ଜଣ, ପୁରୀ ଜିଲ୍ଲାରୁ ୨ ଜଣ, ରାୟଗଡ଼ା ଜିଲ୍ଲାରୁ ୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ମୃତ୍ୟା ସଂଖ୍ୟା ୨୦୨୯ କୁ ବୃଦ୍ଧି ପାଇଛି।

ଏ ନେଇ ସ୍ୱାସ୍ଥ୍ୟ ବ୍ଭାଗ ସୂଚନା ଦେଇଛି।

ତେବେ ଆଜି ରାଜ୍ୟରେ ୬୯୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୧୯ ଜଣ ଚିହ୍ନଟ ହୋଇଛନ୍ତି।

କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୦୫୪ ସ୍ଥାନୀୟ ଅଞ୍ଚଳରୁ୨୯୪୪ ଚିହ୍ନଟ ହୋଇଛନ୍ତି।କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:୧- ଅନୁଗୁଳ ଜିଲ୍ଲାରୁ – ୩୨୫୨- ବାଲେଶ୍ୱର ଜିଲ୍ଲାରୁ – ୯୭୩- ବରଗଡ଼ ଜିଲ୍ଲାରୁ – ୩୩୦୪- ଭଦ୍ରକ ଜିଲ୍ଲାରୁ – ୯୧୫- ବଲାଙ୍ଗୀର ଜିଲ୍ଲାରୁ – ୨୩୬୬- ବୌଦ୍ଦ ଜିଲ୍ଲାରୁ – ୬୫୭- କଟକ ଜିଲ୍ଲାରୁ – ୫୧୭୮- ଦେବଗଡ଼ ଜିଲ୍ଲାରୁ – ୭୪୯- ଢେଙ୍କାନାଳ ଜିଲ୍ଲାରୁ – ୨୨୧୦- ଗଜପତି ଜିଲ୍ଲାରୁ – ୧୨୧୧୧- ଗଞ୍ଜାମ ଜିଲ୍ଲାରୁ – ୧୨୮୧୨- ଜଗତସିଂହପୁର ଜିଲ୍ଲାରୁ – ୧୦୪୧୩- ଯାଜପୁର ଜିଲ୍ଲାରୁ – ୨୨୬୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୯୬୧୫- କଳାହାଣ୍ଡି ଜିଲ୍ଲାରୁ – ୨୯୨୧୬- କନ୍ଧମାଳ ଜିଲ୍ଲାରୁ – ୪୫୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୭୧୮- କେନ୍ଦୁଝର ଜିଲ୍ଲାରୁ – ୧୬୦୧୯- ଖୋର୍ଦ୍ଧାରୁ : ୯୧୯୨୦- କୋରାପୁଟ ଜିଲ୍ଲାରୁ – ୫୭୨୧- ମାଲକାନଗିରି : ୩୦୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୦୮୨୩- ନବରଙ୍ଗପୁର ଜିଲ୍ଲାରେ: ୨୫୫୨୪- ନୟାଗଡ଼ ଜିଲ୍ଲାରୁ – ୧୨୧୨୫- ନୂଆପଡ଼ା ଜିଲ୍ଲାରୁ – ୪୨୦୨୬- ପୁରୀ ଜିଲ୍ଲାରୁ – ୨୮୮୨୭- ରାୟଗଡ଼ା ଜିଲ୍ଲାରୁ – ୧୮୧୨୮- ସମ୍ବଲପୁର ଜିଲ୍ଲାରୁ – ୩୨୩୨୯- ସୋନପୁର ଜିଲ୍ଲାରୁ – ୧୩୧୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୪୭୪୩୧- State Pool: ୧୮୫-

ନୂଆ ସୁସ୍ଥ ହୋଇଥିଲେ୪୫୨୧

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୦୦୪୧୨୦୪

– ମୋଟ ଆକ୍ରାନ୍ତ ୪୩୫୫୧୩

– ମୋଟ ସୁସ୍ଥ ହେଲେଣି ୩୭୫୭୨୧

– ସକ୍ରୀୟ ଆକ୍ରାନ୍ତ – ୫୭୭୧୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.