Home Coronavirus Outbreak ରାଜ୍ୟରେ କମିଲା କରୋନା ସଂକ୍ରମଣ – ଆଜି ୨୦୮ ନୂଆ ଆକ୍ରାନ୍ତ

ରାଜ୍ୟରେ କମିଲା କରୋନା ସଂକ୍ରମଣ – ଆଜି ୨୦୮ ନୂଆ ଆକ୍ରାନ୍ତ

42

ଭୁବନେଶ୍ୱର ୫ -୧୧ (ଓଡ଼ିଆ ପୁଅ) ରାଜ୍ୟରେ କମିଲା କରୋନା ସଂକ୍ରମଣ। ଆଜି ରାଜ୍ୟରେ ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୨୦୮
୦-୧୮ ବର୍ଷର : ୨୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୯
– ସ୍ଥାନୀୟ ଅଞ୍ଚଳରୁ୮୯
୧- ବାଲେଶ୍ୱର ଜିଲ୍ଲାରୁ – ୩
୨- ବରଗଡ଼ ଜିଲ୍ଲାରୁ – ୧
୩- ଭଦ୍ରକ ଜିଲ୍ଲାରୁ – ୧
୪- ବୌଦ୍ଦ ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୨୦
୬- ଦେବଗଡ଼ ଜିଲ୍ଲାରୁ – ୧
୭- ଢେଙ୍କାନାଳ ଜିଲ୍ଲାରୁ – ୧
୮- ଗଜପତି ଜିଲ୍ଲାରୁ – ୭
୯- ଗଞ୍ଜାମ ଜିଲ୍ଲାରୁ – ୨
୧୦- ଜଗତସିଂହପୁର ଜିଲ୍ଲାରୁ – ୭
୧୧- ଯାଜପୁର ଜିଲ୍ଲାରୁ – ୧୨
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୫
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୪- ଖୋର୍ଦ୍ଧାରୁ : ୯୯
୧୫- କୋରାପୁଟ ଜିଲ୍ଲାରୁ – ୨
୧୬- ମାଲକାନଗିରି : ୧
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୫
୧୮- ନୟାଗଡ଼ ଜିଲ୍ଲାରୁ – ୧
୧୯- ପୁରୀ ଜିଲ୍ଲାରୁ – ୩
୨୦- ସମ୍ବଲପୁର ଜିଲ୍ଲାରୁ – ୧
୨୧- ସୁନ୍ଦରଗଡ଼ ଜିଲ୍ଲାରୁ – ୮
୨୨- State Pool: ୨୩
– ନୂଆ ସୁସ୍ଥ ହୋଇଥିଲେ୫୩୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୨୩୪୮୩୮୮
– ମୋଟ ଆକ୍ରାନ୍ତ ୧୦୪୩୧୫୧
– ମୋଟ ସୁସ୍ଛ ହୋଲେଣି ୧୦୩୧୪୨୫
– ସକ୍ରୀୟ ଆକ୍ରାନ୍ତ – ୩୩୧୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.