Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୯୨୯ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୯୨୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୯୨ ମୃତ

22

ନୂଆ ଦିଲ୍ଲୀ ୬-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୦,୯୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୬,୯୫୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪୨.୭୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୭,୩୭,୪୬୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୦୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮୨୩.୨୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୩,୪୪,୬୮୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୯୭୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୦,୨୬୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୪୨.୭୯%

ଆରୋଗ୍ୟ ହୋଇଛନ୍ତି ୯୮୨୩.୨୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୭, ୯୨, ୧୯, ୫୪୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୦, ୭୫, ୯୪୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୧, ୩୦, ୧୭, ୬୧୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୬, ୭୦, ୮୪୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୭୫୨୦ ୧୨୯
ଆନ୍ଧ୍ରପ୍ରଦେଶ ୩୭୬୦ ୨୦୪୯୫୫୫ ୨୧୭ ୧୪୩୯୧
ଅରୁଣାଚଳ ପ୍ରଦେଶ ୬୧ ୫୪୮୩୫ ୨୮୦
ଆସାମ ୩୪୫୪ ୬୦୨୪୧୭ ୨୧୦ ୬୦୨୪
ବିହାର ୪୫ ୭୧୬୪୧୯ ୯୬୬୧
ଚଣ୍ଡିଗଡ଼ ୩୩ ୬୪୫୦୬ ୮୨୦
ଛତିଶଗଡ ୨୫୮ ୯୯୨୨୯୦ ୨୩ ୧୩୫୮୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୩୨୮ ୧୪୧୪୬୧୬ ୨୫୦୯୧
୧୦ ଗୋଆ ୩୧୬ ୧୭୪୫୭୮ ୩୬ ୩୩୬୬
୧୧ ଗୁଜୁରାଟ ୨୨୩ ୮୧୬୩୮୭ ୧୭ ୧୦୦୯୦
୧୨ ହରିୟାଣା ୧୦୭ ୭୬୧୧୩୭ ୧୦ ୧୦୦୫୦
୧୩ ହିମାଚଳ ପ୍ରଦେଶ ୧୪୯୮ ୨୧୯୪୫୦ ୨୪୫ ୩୭୬୮
୧୪ ଜାମ୍ମୁ କାଶ୍ମୀର ୧୦୦୯ ୩୨୭୩୧୧ ୭୯ ୪୪୪୦
୧୫ ଝାଡଖଣ୍ଡ ୧୩୮ ୩୪୩୫୭୨ ୫୧୩୮
୧୬ କର୍ଣ୍ଣାଟକ ୮୨୧୭ ୨୯୪୩୧୭୦ ୨୮୬ ୩୮୧୦୨
୧୭ କେରଳ ୭୪୩୫୨ ୪୮୯୪୪୩୫ ୭୦୮୫ ୩୩୦୪୮ ୩୧୪
୧୮ ଲଦାଖ ୯୧ ୨୦୭୦୬ ୨୦୯
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୧୧୨ ୭୮୨୨୫୮ ୧୦୫୨୪
୨୧ ମହାରାଷ୍ଟ୍ର ୧୮୫୯୦ ୬୪୫୭୧୪୯ ୮୮୬ ୧୪୦୩୬୨ ୧୭
୨୨ ମଣିପୁର ୭୧୩ ୧୨୧୩୫୮ ୩୨ ୧୯୩୦
୨୩ ମେଘାଳୟ ୩୯୧ ୮୧୯୪୬ ୩୦ ୧୪୫୭
୨୪ ମିଜୋରାମ ୬୦୪୪ ୧୧୮୦୫୦ ୬୦୫ ୪୪୫
୨୫ ନାଗାଲାଣ୍ଡ ୧୮୫ ୩୧୦୩୨ ୨୦ ୬୮୮
୨୬ ଓଡ଼ିଶା ୩୧୬୮ ୧୦୩୧୪୨୫ ୫୩୬ ୮୩୫୦
୨୭ ପୁଡୁଚେରୀ ୩୨୦ ୧୨୫୯୬୪ ୪୦ ୧୮୬୧
୨୮ ପଞ୍ଜାବ ୨୧୯ ୫୮୫୭୧୫ ୫୧ ୧୬୫୬୨
୨୯ ରାଜସ୍ଥାନ ୪୭ ୯୪୫୪୪୯ ୮୯୫୪
୩୦ ସିକ୍କିମ୍ ୧୬୮ ୩୧୪୬୪ ୧୭ ୩୯୮
୩୧ ତାମିଲନାଡୁ ୧୦୭୪୫ ୨୬୬୦୪୧୯ ୧୦୧୨ ୩୬୨୦୪ ୧୩
୩୨ ତେଲେଙ୍ଗାନା ୩୮୩୮ ୬୬୪୪୦୨ ୧୯୦ ୩୯୬୩
୩୩ ତ୍ରିପୁରା ୧୩୯ ୮୩୬୦୯ ୧୪ ୮୧୬
୩୪ ଉତ୍ତରାଖଣ୍ଡ ୧୪୩ ୩୩୬୩୮୩ ୭୪୦୧
୩୫ ଉତ୍ତରପ୍ରଦେଶ ୯୧ ୧୬୮୭୧୯୨ ୨୨୯୦୩
୩୬ ପଶ୍ଚିମବଙ୍ଗ ୮୧୩୭ ୧୫୬୯୭୫୭ ୮୦୬ ୧୯୨୦୧ ୧୩
ମୋଟ ୧୪୬୯୫୦ ୩୩୭୩୭୪୬୮ ୧୨୫୦୯ ୪୬୦୨୬୫ ୩୯୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.