Home Top News ରାଜ୍ୟରେ ଆଜି ୫୧୦ ନୂଆ ଆକ୍ରାନ୍ତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ରାଜ୍ୟରେ ଆଜି ୫୧୦ ନୂଆ ଆକ୍ରାନ୍ତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

76

ଭୁବନେଶ୍ୱର ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୧୦ ନୂଆ ଆକ୍ରାନ୍ତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
– ନୂଆ ଆକ୍ରାନ୍ତ୫୧୦
୦-୧୮ ବର୍ଷର : ୭୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୯୭
– ସ୍ଥାନୀୟ ଅଞ୍ଚଳରୁ୨୧୩
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୩
୨- ବାଲେଶ୍ୱର ଜିଲ୍ଲାରୁ – ୩୩
୩- ଭଦ୍ରକ ଜିଲ୍ଲାରୁ – ୯
୪- ବଲାଙ୍ଗୀର ଜିଲ୍ଲାରୁ – ୧
୫- ବୌଦ୍ଦ ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୭୮
୭- ଗଜପତି ଜିଲ୍ଲାରୁ – ୭
୮- ଗଞ୍ଜାମ ଜିଲ୍ଲାରୁ – ୧୨
୯- ଜଗତସିଂହପୁର ଜିଲ୍ଲାରୁ – ୨୨
୧୦- ଯାଜପୁର ଜିଲ୍ଲାରୁ – ୨୨
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୮
୧୨- କଳାହାଣ୍ଡି ଜିଲ୍ଲାରୁ – ୧
୧୩- କନ୍ଧମାଳ ଜିଲ୍ଲାରୁ – ୪
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭
୧୫- କେନ୍ଦୁଝର ଜିଲ୍ଲାରୁ – ୧
୧୬- ଖୋର୍ଦ୍ଧାରୁ : ୧୯୭
୧୭- କୋରାପୁଟ ଜିଲ୍ଲାରୁ – ୩
୧୮- ମାଲକାନଗିରି : ୪
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୧୪
୨୦- ନୟାଗଡ଼ ଜିଲ୍ଲାରୁ – ୧
୨୧- ପୁରୀ ଜିଲ୍ଲାରୁ – ୨୦
୨୨- ରାୟଗଡ଼ା ଜିଲ୍ଲାରୁ – ୩
୨୩- ସମ୍ବଲପୁର ଜିଲ୍ଲାରୁ – ୯
୨୪- ସୁନ୍ଦରଗଡ଼ ଜିଲ୍ଲାରୁ – ୩
୨୫- State Pool: ୪୭
– ନୂଆ ସୁସ୍ଥ ହୋଇଥିଲେ୭୪୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୯୩୧୯୧୯୧
– ମୋଟ ଆକ୍ରାନ୍ତ ୧୦୨୦୭୫୪
– ମୋଟ ସୁସ୍ଛ ହୋଲେଣି ୧୦୦୭୦୬୬
– ସକ୍ରୀୟ ଆକ୍ରାନ୍ତ – ୫୪୯୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.