Home Coronavirus Outbreak ଦେଶରେ ୩୦ ହଜାର ଉପରେ ରହୁଛି ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୦,୨୫୬...

ଦେଶରେ ୩୦ ହଜାର ଉପରେ ରହୁଛି ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୦,୨୫୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୯୫ ମୃତ

42

ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) ଦେଶରେ ୩୦ ହଜାର ଉପରେ ରହୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୩୦,୨୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୧୮,୧୮୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୯୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୭,୧୫,୧୦୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୩,୯୩୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୭୨% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୭୮,୪୧୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୩,୯୭୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୯୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୫,୧୩୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୯୫%

ଆରୋଗ୍ୟ ହୋଇଛନ୍ତି ୯୭.୭୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୮୦, ୮୫, ୬୮, ୧୪୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୭, ୭୮, ୨୯୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୫, ୩୬, ୨୧, ୭୬୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୭୭, ୬୦୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୩ ୭୪୫୮ ୧୨୯
ଆନ୍ଧ୍ରପ୍ରଦେଶ ୧୪୬୯୯ ୨୦୦୯୯୨୧ ୧୨୮୨ ୧୪୦୭୦
ଅରୁଣାଚଳ ପ୍ରଦେଶ ୪୨୨ ୫୩୩୭୭ ୪୯ ୨୭୧
ଆସାମ ୫୦୫୬ ୫୮୭୧୧୫ ୨୫୯ ୫୭୯୭
ବିହାର ୭୦ ୭୧୬୧୬୫ ୯୬୫୯
ଚଣ୍ଡିଗଡ଼ ୩୭ ୬୪୩୨୬ ୮୧୮
ଛତିଶଗଡ ୩୦୪ ୯୯୧୧୯୧ ୪୧ ୧୩୫୬୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୫
ଦିଲ୍ଲୀ ୩୮୭ ୧୪୧୩୦୨୫ ୪୫ ୨୫୦୮୫
୧୦ ଗୋଆ ୭୭୪ ୧୭୧୪୩୦ ୭୯ ୩୨୯୪
୧୧ ଗୁଜୁରାଟ ୧୩୬ ୮୧୫୫୦୫ ୧୫ ୧୦୦୮୨
୧୨ ହରିୟାଣା ୩୩୪ ୭୬୦୫୯୧ ୧୧ ୯୮୦୮
୧୩ ହିମାଚଳ ପ୍ରଦେଶ ୧୫୬୨ ୨୧୧୬୯୪ ୧୪୦ ୩୬୫୦
୧୪ ଜାମ୍ମୁ କାଶ୍ମୀର ୧୪୯୩ ୩୨୨୦୩୨ ୧୫୪ ୪୪୧୬
୧୫ ଝାଡଖଣ୍ଡ ୫୬ ୩୪୨୯୨୭ ୨୦ ୫୧୩୩
୧୬ କର୍ଣ୍ଣାଟକ ୧୫୪୧୧ ୨୯୧୪୮୫୨ ୧୧୩୯ ୩୭୬୦୩ ୧୬
୧୭ କେରଳ ୧୭୪୨୦୧ ୪୩୧୦୬୭୪ ୨୬୭୧୧ ୨୩୫୯୧ ୧୫୨
୧୮ ଲଦାଖ ୧୩୪ ୨୦୩୮୯ ୨୦୭
୧୯ ଲକ୍ଷଦୀପ ୧୦୩୦୦ ୫୧
୨୦ ମଧ୍ୟପ୍ରଦେଶ ୯୬ ୭୮୧୭୮୧ ୧୦୫୧୭
୨୧ ମହାରାଷ୍ଟ୍ର ୪୬୫୧୦ ୬୩୩୬୮୮୭ ୮୩୨୬ ୧୩୮୫୧୮ ୪୯
୨୨ ମଣିପୁର ୨୧୮୯ ୧୧୪୪୭୫ ୨୨୪ ୧୮୩୧
୨୩ ମେଘାଳୟ ୧୮୯୧ ୭୬୨୨୩ ୧୪୮ ୧୩୭୯
୨୪ ମିଜୋରାମ ୧୪୧୩୨ ୬୫୩୩୬ ୮୮୦ ୨୬୧
୨୫ ନାଗାଲାଣ୍ଡ ୪୮୪ ୨୯୭୨୭ ୩୧ ୬୫୩
୨୬ ଓଡ଼ିଶା ୫୦୪୩ ୧୦୦୭୦୬୬ ୧୫୦୨ ୮୧୩୫
୨୭ ପୁଡୁଚେରୀ ୯୨୩ ୧୨୨୭୦୯ ୭୮ ୧୮୩୧
୨୮ ପଞ୍ଜାବ ୩୧୭ ୫୮୪୪୭୯ ୨୬ ୧୬୪୬୮
୨୯ ରାଜସ୍ଥାନ ୧୦୧ ୯୪୫୧୯୯ ୮୯୫୪
୩୦ ସିକ୍କିମ୍ ୭୧୩ ୨୯୮୬୩ ୭୭ ୩୭୯
୩୧ ତାମିଲନାଡୁ ୧୬୯୬୯ ୨୫୯୩୦୭୪ ୧୫୯୪ ୩୫୩୩୭ ୨୭
୩୨ ତେଲେଙ୍ଗାନା ୫୦୦୫ ୬୫୪୫୪୫ ୩୧୫ ୩୯୦୪
୩୩ ତ୍ରିପୁରା ୩୩୬ ୮୨୭୧୦ ୪୫ ୮୦୮
୩୪ ଉତ୍ତରାଖଣ୍ଡ ୨୭୩ ୩୩୫୭୧୯ ୧୫ ୭୩୯୦
୩୫ ଉତ୍ତରପ୍ରଦେଶ ୧୯୮ ୧୬୮୬୫୮୪ ୧୨ ୨୨୮୮୭
୩୬ ପଶ୍ଚିମବଙ୍ଗ ୭୯୦୬ ୧୫୩୫୦୯୧ ୬୮୫ ୧୮୬୫୨ ୧୧
ମୋଟ ୩୧୮୧୮୧ ୩୨୭୧୫୧୦୫ ୪୩୯୩୮ ୪୪୫୧୩୩ ୨୯୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.