Home Coronavirus Outbreak ରାଜ୍ୟରେ ଆଜି ୪୧୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ରାଜ୍ୟରେ ଆଜି ୪୧୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

68

ଭୁବନେଶ୍ୱର ୨୮ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ନୂଆ ଆକ୍ରାନ୍ତ: ୪୧୨
୦-୧୮ ବର୍ଷର : ୬୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୩୭
– ସ୍ଥାନୀୟ ଅଞ୍ଚଳରୁ୧୭୫
୧- ବାଲେଶ୍ୱର ଜିଲ୍ଲାରୁ – ୧୧
୨- ବରଗଡ଼ ଜିଲ୍ଲାରୁ – ୫
୩- ଭଦ୍ରକ ଜିଲ୍ଲାରୁ – ୬
୪- ବଲାଙ୍ଗୀର ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୪୬
୬- ଦେବଗଡ଼ ଜିଲ୍ଲାରୁ – ୭
୭- ଢେଙ୍କାନାଳ ଜିଲ୍ଲାରୁ – ୪
୮- ଗଜପତି ଜିଲ୍ଲାରୁ – ୪
୯- ଗଞ୍ଜାମ ଜିଲ୍ଲାରୁ – ୨
୧୦- ଜଗତସିଂହପୁର ଜିଲ୍ଲାରୁ – ୧୦
୧୧- ଯାଜପୁର ଜିଲ୍ଲାରୁ – ୧୧
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୩- କଳାହାଣ୍ଡି ଜିଲ୍ଲାରୁ – ୩
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୫- କେନ୍ଦୁଝର ଜିଲ୍ଲାରୁ – ୧
୧୬- ଖୋର୍ଦ୍ଧାରୁ : ୧୮୯
୧୭- କୋରାପୁଟ ଜିଲ୍ଲାରୁ – ୨
୧୮- ମାଲକାନଗିରି : ୧
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୧୪
୨୦- ନୟାଗଡ଼ ଜିଲ୍ଲାରୁ – ୪
୨୧- ନୂଆପଡ଼ା ଜିଲ୍ଲାରୁ – ୬
୨୨- ପୁରୀ ଜିଲ୍ଲାରୁ – ୧୧
୨୩- ରାୟଗଡ଼ା ଜିଲ୍ଲାରୁ – ୪
୨୪- ସମ୍ବଲପୁର ଜିଲ୍ଲାରୁ – ୮
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୭
୨୬- State Pool: ୪୪
– ନୂଆ ସୁସ୍ଥ ହୋଇଥିଲେ୩୩୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୧୭୮୯୩୫୩
– ମୋଟ ଆକ୍ରାନ୍ତ ୧୦୪୦୨୩୦
– ମୋଟ ସୁସ୍ଛ ହୋଲେଣି ୧୦୨୭୧୦୮
– ସକ୍ରୀୟ ଆକ୍ରାନ୍ତ – ୪୭୪୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.