Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୧୫୬ ନୂଆ ଆକ୍ରାନ୍ତ ଚିହ୍ନଟ, ୭୩୩...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୧୫୬ ନୂଆ ଆକ୍ରାନ୍ତ ଚିହ୍ନଟ, ୭୩୩ ମୃତ

53

ନୂଆ ଦିଲ୍ଲୀ ୨୮-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୧୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୬୦,୯୮୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୬,୧୪,୪୩୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୭,୦୯୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୨୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୩୧,୮୦୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୬୭୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୭୩୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୬,୩୮୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୪୭%

ଆରୋଗ୍ୟ ହୋଇଛନ୍ତି ୯୮.୨୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୦୪, ୦୪, ୯୯, ୮୭୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୯, ୦୯, ୨୫୪

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୦, ୪୪, ୯୮, ୪୦୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୯୦, ୯୦୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୧୬ ୧୨୯
ଆନ୍ଧ୍ରପ୍ରଦେଶ ୪୭୭୭ ୨୦୪୫୭୧୩ ୪୩୭ ୧୪୩୬୪
ଅରୁଣାଚଳ ପ୍ରଦେଶ ୧୧୫ ୫୪୭୨୫ ୨୮ ୨୮୦
ଆସାମ ୩୮୩୮ ୫୯୯୬୮୧ ୩୯୧ ୫୯୮୭
ବିହାର ୪୧ ୭୧୬୩୭୧ ୯୬୬୧
ଚଣ୍ଡିଗଡ଼ ୨୯ ୬୪୪୮୨ ୮୨୦
ଛତିଶଗଡ ୨୬୩ ୯୯୨୦୮୮ ୧୨ ୧୩୫୭୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୨
ଦିଲ୍ଲୀ ୩୪୮ ୧୪୧୪୨୭୦ ୧୩ ୨୫୦୯୧
୧୦ ଗୋଆ ୪୫୪ ୧୭୪୧୫୨ ୫୧ ୩୩୬୩
୧୧ ଗୁଜୁରାଟ ୧୭୩ ୮୧୬୨୨୦ ୧୫ ୧୦୦୮୮
୧୨ ହରିୟାଣା ୧୩୩ ୭୬୧୦୨୨ ୧୦ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୯୭୨ ୨୧୭୬୯୩ ୪୮ ୩୭୪୧
୧୪ ଜାମ୍ମୁ କାଶ୍ମୀର ୮୩୮ ୩୨୬୫୯୬ ୮୬ ୪୪୩୧
୧୫ ଝାଡଖଣ୍ଡ ୧୬୦ ୩୪୩୪୦୮ ୫୬ ୫୧୩୭
୧୬ କର୍ଣ୍ଣାଟକ ୮୪୫୯ ୨୯୪୦୩୩୯ ୩୪୯ ୩୮୦୩୭ ୧୩
୧୭ କେରଳ ୭୭୧୫୮ ୪୮୩୧୪୬୮ ୬୭୨୩ ୨୯୯୭୭ ୬୨୨
୧୮ ଲଦାଖ ୪୭ ୨୦୬୭୦ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୧୦୮ ୭୮୨୧୭୨ ୧୦ ୧୦୫୨୪
୨୧ ମହାରାଷ୍ଟ୍ର ୨୩୦୯୬ ୬୪୪୩୩୪୨ ୪୯୪୭ ୧୪୦୦୯୮ ୩୮
୨୨ ମଣିପୁର ୮୪୪ ୧୨୦୭୧୨ ୯୭ ୧୯୧୭
୨୩ ମେଘାଳୟ ୫୦୭ ୮୧୫୧୧ ୭୧ ୧୪୪୮
୨୪ ମିଜୋରାମ ୭୩୨୦ ୧୧୧୭୫୨ ୯୯୧ ୪୨୪
୨୫ ନାଗାଲାଣ୍ଡ ୨୨୨ ୩୦୮୫୬ ୧୫ ୬୮୧
୨୬ ଓଡ଼ିଶା ୪୩୯୨ ୧୦୨୭୧୦୮ ୩୩୪ ୮୩୧୮
୨୭ ପୁଡୁଚେରୀ ୪୪୩ ୧୨୫୫୪୬ ୫୦ ୧୮୫୭
୨୮ ପଞ୍ଜାବ ୨୪୬ ୫୮୫୪୮୭ ୧୬ ୧୬୫୫୬
୨୯ ରାଜସ୍ଥାନ ୨୦ ୯୪୫୪୩୭ ୮୯୫୪
୩୦ ସିକ୍କିମ୍ ୧୭୭ ୩୧୩୫୩ ୧୨ ୩୯୫
୩୧ ତାମିଲନାଡୁ ୧୨୨୮୮ ୨୬୫୦୧୪୫ ୧୩୧୫ ୩୬୦୬୦ ୧୨
୩୨ ତେଲେଙ୍ଗାନା ୪୧୬୪ ୬୬୨୭୧୪ ୧୨୨ ୩୯୫୧
୩୩ ତ୍ରିପୁରା ୧୨୩ ୮୩୪୯୯ ୧୪ ୮୧୬
୩୪ ଉତ୍ତରାଖଣ୍ଡ ୧୫୦ ୩୩୬୩୧୨ ୨୩ ୭୩୯୯
୩୫ ଉତ୍ତରପ୍ରଦେଶ ୧୦୦ ୧୬୮୭୧୧୫ ୨୨୮୯୯
୩୬ ପଶ୍ଚିମବଙ୍ଗ ୭୯୭୩ ୧୫୬୧୯୭୩ ୮୩୭ ୧୯୦୯୬ ୧୫
ମୋଟ ୧୬୦୯୮୯ ୩୩୬୧୪୪୩୪ ୧୭୦୯୫ ୪୫୬୩୮୬ ୭୩୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.