Home Coronavirus Outbreak ରାଜ୍ୟରେ ଆଜି ୪୦ ନୂଆ ଆକ୍ରାନ୍ତ

ରାଜ୍ୟରେ ଆଜି ୪୦ ନୂଆ ଆକ୍ରାନ୍ତ

42

ଭୁବନେଶ୍ୱର ୨୦ -୩ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ

ନୂଆ ଆକ୍ରାନ୍ତ: ୪୦
୦-୧୮ ବର୍ଷର : ୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪
– ସ୍ଥାନୀୟ ଅଞ୍ଚଳରୁ୧୬
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୧
୩- ବରଗଡ଼ ଜିଲ୍ଲାରୁ – ୧
୪- ବୌଦ୍ଦ ଜିଲ୍ଲାରୁ – ୩
୫- ଗଜପତି ଜିଲ୍ଲାରୁ – ୯
୬- ଗଞ୍ଜାମ ଜିଲ୍ଲାରୁ – ୧
୭- ଯାଜପୁର ଜିଲ୍ଲାରୁ – ୭
୮- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧
୯- ଖୋର୍ଦ୍ଧାରୁ : ୪
୧୦- କୋରାପୁଟ ଜିଲ୍ଲାରୁ – ୬
୧୧- ମୟୁରଭଞ୍ଜ ଜିଲ୍ଲାରୁ – ୪
୧୨- ସମ୍ବଲପୁର ଜିଲ୍ଲାରୁ – ୧
୧୩- State Pool: ୧
– ନୂଆ ସୁସ୍ଥ ହୋଇଥିଲେ୬୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୦୨୨୨୩୬୮
– ମୋଟ ଆକ୍ରାନ୍ତ ୧୨୮୭୧୯୩
– ମୋଟ ସୁସ୍ଛ ହୋଲେଣି ୧୨୭୭୪୨୪
– ସକ୍ରୀୟ ଆକ୍ରାନ୍ତ – ୬୦୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.