Home Coronavirus Outbreak ରାଜ୍ୟରେ ଆଜି ୪୦ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୪୦ ନୂଆ ଆକ୍ରାନ୍ତ ଚିହ୍ନଟ

40

ଭୁବନେଶ୍ୱର ୨ -୪ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୪୦
୦-୧୮ ବର୍ଷର : ୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪
– ସ୍ଥାନୀୟ ଅଞ୍ଚଳରୁ୧୬
୧- ଅନୁଗୁଳ ଜିଲ୍ଲାରୁ – ୨୨
୨- ବାଲେଶ୍ୱର ଜିଲ୍ଲାରୁ – ୧
୩- ଗଜପତି ଜିଲ୍ଲାରୁ – ୨
୪- ଯାଜପୁର ଜିଲ୍ଲାରୁ – ୨
୫- ଝାରସୁଗୁଡ଼ା ଜିଲ୍ଲାରୁ – ୨
୬- ଖୋର୍ଦ୍ଧାରୁ : ୩
୭- ମୟୁରଭଞ୍ଜ ଜିଲ୍ଲାରୁ – ୩
୮- ସମ୍ବଲପୁର ଜିଲ୍ଲାରୁ – ୫
– ନୂଆ ସୁସ୍ଥ ହୋଇଥିଲେ୪୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୦୭୩୯୧୩୪
– ମୋଟ ଆକ୍ରାନ୍ତ ୧୨୮୭୭୦୧
– ମୋଟ ସୁସ୍ଛ ହୋଲେଣି ୧୨୭୮୧୬୨
– ସକ୍ରୀୟ ଆକ୍ରାନ୍ତ – ୩୬୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.