Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୬୦ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୨୬୦ ନୂଆ ଆକ୍ରାନ୍ତ ଚିହ୍ନଟ, ୮୩ ମୃତ

25

ନୂଆ ଦିଲ୍ଲୀ ୨-୪ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୨୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୩,୪୪୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୯୨,୩୨୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୪୦୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୨୭,୦୩୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୨୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୨୬୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୪, ୫୨, ୪୪, ୮୫୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୮, ୩୮, ୫୫୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୪ ୧୨୯
ଆନ୍ଧ୍ରପ୍ରଦେଶ ୨୦୨ ୨୩୦୪୬୨୮ ୭୭ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୮୮ ୨୯୬
ଆସାମ ୧୩୫୨ ୭୧୬୨୦୫ ୬୬୩୯
ବିହାର ୨୩ ୮୧୮୧୯୦ ୧୨୨୫୬
ଚଣ୍ଡିଗଡ଼ ୨୧ ୯୦୭୩୮ ୧୧୬୫
ଛତିଶଗଡ ୧୧୬ ୧୧୩୭୯୯୮ ୧୬ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୪୮୩ ୧୮୩୮୪୬୫ ୧୦୫ ୨୬୧୫୩
୧୦ ଗୋଆ ୩୪ ୨୪୧୪୪୧ ୩୮୩୨
୧୧ ଗୁଜୁରାଟ ୬୯ ୧୨୧୨୯୦୦ ୧୪ ୧୦୯୪୨
୧୨ ହରିୟାଣା ୨୫୮ ୯୭୪୩୮୯ ୬୭ ୧୦୬୧୬
୧୩ ହିମାଚଳ ପ୍ରଦେଶ ୧୦୨ ୨୮୦୩୦୯ ୫୦ ୪୧୩୩
୧୪ ଜାମ୍ମୁ କାଶ୍ମୀର ୧୬୯ ୪୪୮୮୪୯ ୧୩ ୪୭୫୦
୧୫ ଝାଡଖଣ୍ଡ ୪୪ ୪୨୯୭୮୭ ୫୩୧୫
୧୬ କର୍ଣ୍ଣାଟକ ୧୬୦୩ ୩୯୦୩୯୧୯ ୭୦ ୪୦୦୫୪
୧୭ କେରଳ ୩୮୮୮ ୬୪୬୧୨୨୧ ୪୫୪ ୬୭୯୯୨ ୭୯
୧୮ ଲଦାଖ ୨୭୯୯୦ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୪୦ ୧୦୩୦୨୬୩ ୨୩ ୧୦୭୩୪
୨୧ ମହାରାଷ୍ଟ୍ର ୯୧୧ ୭୭୨୫୪୫୧ ୧୧୨ ୧୪୭୭୮୫
୨୨ ମଣିପୁର ୩୪ ୧୩୪୯୫୦ ୧୦ ୨୧୨୦
୨୩ ମେଘାଳୟ ୧୯ ୯୨୧୫୩ ୧୫୯୩
୨୪ ମିଜୋରାମ ୧୦୫୭ ୨୨୨୮୯୨ ୯୫ ୬୮୫
୨୫ ନାଗାଲାଣ୍ଡ ୧୬ ୩୪୭୦୧ ୭୫୯
୨୬ ଓଡ଼ିଶା ୩୭୮ ୧୨୭୮୧୬୨ ୪୧ ୯୧୨୧
୨୭ ପୁଡୁଚେରୀ ୧୬୩୮୧୨ ୧୯୬୨
୨୮ ପଞ୍ଜାବ ୧୨୯ ୭୪୧୨୬୨ ୧୨ ୧୭୭୪୧
୨୯ ରାଜସ୍ଥାନ ୨୦୬ ୧୨୭୩୨୪୮ ୩୬ ୯୫୫୨
୩୦ ସିକ୍କିମ୍ ୩୮୬୭୮ ୪୫୨
୩୧ ତାମିଲନାଡୁ ୨୯୩ ୩୪୧୪୫୩୯ ୪୫ ୩୮୦୨୫
୩୨ ତେଲେଙ୍ଗାନା ୩୯୨ ୭୮୬୮୦୬ ୫୩ ୪୧୧୧
୩୩ ତ୍ରିପୁରା ୯୯୯୫୨ ୯୨୦
୩୪ ଉତ୍ତରାଖଣ୍ଡ ୪୯୬ ୪୨୯୦୬୯ ୭୬୯୧
୩୫ ଉତ୍ତରପ୍ରଦେଶ ୩୯୦ ୨୦୪୬୮୮୮ ୨୦ ୨୩୪୯୬
୩୬ ପଶ୍ଚିମବଙ୍ଗ ୬୦୦ ୧୯୯୫୫୯୨ ୫୩ ୨୧୧୯୭
ମୋଟ ୧୩୪୪୫ ୪୨୪୯୨୩୨୬ ୧୪୦୪ ୫୨୧୨୬୪ ୮୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.