Home Top News ରାଜ୍ୟରେ ଆଜି ୩୬ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୩୬ ନୂଆ ଆକ୍ରାନ୍ତ ଚିହ୍ନଟ

112

ଭୁବନେଶ୍ୱର ୩ -୪ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
୦-୧୮ ବର୍ଷର : ୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧
– ସ୍ଥାନୀୟ ଅଞ୍ଚଳରୁ୧୫
୧- ବାଲେଶ୍ୱର ଜିଲ୍ଲାରୁ – ୨
୨- ବଲାଙ୍ଗୀର ଜିଲ୍ଲାରୁ – ୧
୩- ଦେବଗଡ଼ ଜିଲ୍ଲାରୁ – ୧
୪- ଗଜପତି ଜିଲ୍ଲାରୁ – ୨
୫- ଜଗତସିଂହପୁର ଜିଲ୍ଲାରୁ – ୧
୬- ଯାଜପୁର ଜିଲ୍ଲାରୁ – ୨
୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୮- ଖୋର୍ଦ୍ଧାରୁ : ୫
୯- ମୟୁରଭଞ୍ଜ ଜିଲ୍ଲାରୁ – ୫
୧୦- ସମ୍ବଲପୁର ଜିଲ୍ଲାରୁ – ୪
୧୧- ସୁନ୍ଦରଗଡ଼ ଜିଲ୍ଲାରୁ – ୯
୧୨- State Pool: ୧
– ନୂଆ ସୁସ୍ଥ ହୋଇଥିଲେ୭୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୦୭୬୪୫୮୧
– ମୋଟ ଆକ୍ରାନ୍ତ ୧୨୮୭୭୩୭
– ମୋଟ ସୁସ୍ଛ ହୋଲେଣି ୧୨୭୮୨୩୩
– ସକ୍ରୀୟ ଆକ୍ରାନ୍ତ – ୩୩୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.