Home Coronavirus Outbreak ରାଜ୍ୟରେ ଆଜି ୩୫୮ ନୂଆ ଆକ୍ରାନ୍ତ, ୩ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ରାଜ୍ୟରେ ଆଜି ୩୫୮ ନୂଆ ଆକ୍ରାନ୍ତ, ୩ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

66

ଭୁବନେଶ୍ୱର ୧୬ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୫୮ ନୂଆ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୩୫୮
୦-୧୮ ବର୍ଷର : ୪୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୦୯
– ସ୍ଥାନୀୟ ଅଞ୍ଚଳରୁ୧୪୯
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୧୩
୩- ବରଗଡ଼ ଜିଲ୍ଲାରୁ – ୩
୪- ଭଦ୍ରକ ଜିଲ୍ଲାରୁ – ୮
୫- ବଲାଙ୍ଗୀର ଜିଲ୍ଲାରୁ – ୪
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୧୫
୮- ଦେବଗଡ଼ ଜିଲ୍ଲାରୁ – ୧
୯- ଗଜପତି ଜିଲ୍ଲାରୁ – ୭
୧୦- ଗଞ୍ଜାମ ଜିଲ୍ଲାରୁ – ୧
୧୧- ଜଗତସିଂହପୁର ଜିଲ୍ଲାରୁ – ୮
୧୨- ଯାଜପୁର ଜିଲ୍ଲାରୁ – ୧୧
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩
୧୪- କେନ୍ଦୁଝର ଜିଲ୍ଲାରୁ – ୧
୧୫- କୋର୍ଦ୍ଧାରୁ : ୧୮୬
୧୬- କୋରାପୁଟ ଜିଲ୍ଲାରୁ – ୨
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୧୧
୧୮- ନୟାଗଡ଼ ଜିଲ୍ଲାରୁ – ୩
୧୯- ପୁରୀ ଜିଲ୍ଲାରୁ – ୯
୨୦- ରାୟଗଡ଼ା ଜିଲ୍ଲାରୁ – ୫
୨୧- ସମ୍ବଲପୁର ଜିଲ୍ଲାରୁ – ୪
୨୨- ସୋନପୁର ଜିଲ୍ଲାରୁ – ୨
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୩
୨୪- State Pool: ୪୬
– ନୂଆ ସୁସ୍ଥ ହୋଇଥିଲେ୫୩୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୧୦୦୬୦୪୨
– ମୋଟ ଆକ୍ରାନ୍ତ ୧୦୩୪୬୩୪
– ମୋଟ ସୁସ୍ଛ ହୋଲେଣି ୧୦୨୧୧୮୦
– ସକ୍ରୀୟ ଆକ୍ରାନ୍ତ – ୫୧୧୯

ରାଜ୍ୟରେ ଆଜି କରୋନା କରାଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୮,୨୮୨ ରେ ପହଁଚିଛି। ତେବେ
୧ . ଖୋର୍ଦ୍ଧା ଜିଲ୍ଲାର ଜଣେ ୮୩ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨. ପୁରୀ ଜିଲ୍ଲାର ୪୯ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ଆଜମା ରୋଗରେ ପୀଡିତ ଥିଲେ।
୩. ସୁନ୍ଦରଗଡ ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ।

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୩, ୮୭୯ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ [+୧] ଜଣ ସକ୍ରୀୟ ଅଛନ୍ତି। ୪୩, ୪୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୪୦, ୬୨୨ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୯ [+୧୩] ଜଣ ସକ୍ରୀୟ ଅଛନ୍ତି। ୪୦, ୧୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୧, ୦୮୯ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮ [+୩] ଜଣ ସକ୍ରୀୟ ଅଛନ୍ତି। ୩୦, ୭୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୬, ୩୮୫ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୫ [+୮] ଜଣ ସକ୍ରୀୟ ଅଛନ୍ତି। ୨୬, ୧୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୩୮୦ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦ [+୪] ଜଣ ସକ୍ରୀୟ ଅଛନ୍ତି। ୨୩, ୨୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୫୯୮ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩ [+୧] ଜଣ ସକ୍ରୀୟ ଅଛନ୍ତି। ୧୨, ୪୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୯୩, ୯୮୮ [+୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩୨ [+୧୫] ଜଣ ସକ୍ରୀୟ ଅଛନ୍ତି। ୯୨, ୬୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୫୦୨ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ [+୧] ଜଣ ସକ୍ରୀୟ ଅଛନ୍ତି। ୬, ୪୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୯୮୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ ଜଣ ସକ୍ରୀୟ ଅଛନ୍ତି। ୧୯, ୫୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୬୩୨ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬ [+୭] ଜଣ ସକ୍ରୀୟ ଅଛନ୍ତି। ୯, ୫୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୮୧୦ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧ [+୧] ଜଣ ସକ୍ରୀୟ ଅଛନ୍ତି। ୩୩, ୨୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୭୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୭, ୭୪୫ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୯ [+୮] ଜଣ ସକ୍ରୀୟ ଅଛନ୍ତି। ୨୭, ୩୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୩, ୫୭୩ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୮ [+୧୧] ଜଣ ସକ୍ରୀୟ ଅଛନ୍ତି। ୪୩, ୨୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩୮୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣ ସକ୍ରୀୟ ଅଛନ୍ତି। ୨୩, ୬୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪୨୯୭ ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ ଜଣ ସକ୍ରୀୟ ଅଛନ୍ତି। ୨୪, ୦୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧୫୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୬ ଜଣ ସକ୍ରୀୟ ଅଛନ୍ତି। ୧୧, ୪୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୪, ୭୩୫ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୯ [+୧୩] ଜଣ ସକ୍ରୀୟ ଅଛନ୍ତି। ୨୪, ୩୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୦, ୯୭୦ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ [+୧] ଜଣ ସକ୍ରୀୟ ଅଛନ୍ତି। ୨୦, ୭୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୭୧, ୯୮୫ [+୧୮୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୫୩୯ [+୧୮୫] ଜଣ ସକ୍ରୀୟ ଅଛନ୍ତି। ୧, ୬୭, ୯୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧, ୫୨୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୯, ୧୦୧ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮ [+୨] ଜଣ ସକ୍ରୀୟ ଅଛନ୍ତି। ୧୮, ୯୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧୬୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସକ୍ରୀୟ ଅଛନ୍ତି। ୧୧, ୬୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୦, ୬୦୩ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୮ [+୧୧] ଜଣ ସକ୍ରୀୟ ଅଛନ୍ତି। ୪୦, ୧୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩୫୪୪ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ସକ୍ରୀୟ ଅଛନ୍ତି। ୨୩, ୪୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୪୪୪ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫ [+୩] ଜଣ ସକ୍ରୀୟ ଅଛନ୍ତି। ୨୩, ୧୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨୮୮୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩ ଜଣ ସକ୍ରୀୟ ଅଛନ୍ତି। ୨୨, ୭୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୫, ୨୮୬ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୭ [+୮] ଜଣ ସକ୍ରୀୟ ଅଛନ୍ତି। ୪୪, ୭୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୦, ୧୪୪ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩ [+୫] ଜଣ ସକ୍ରୀୟ ଅଛନ୍ତି। ୧୯, ୯୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୧, ୪୪୪ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୮୫ [+୪] ଜଣ ସକ୍ରୀୟ ଅଛନ୍ତି। ୩୧, ୧୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୧୮୦ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩ [+୨] ଜଣ ସକ୍ରୀୟ ଅଛନ୍ତି। ୧୩, ୧୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୧, ୬୯୫ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୪ [+୨] ଜଣ ସକ୍ରୀୟ ଅଛନ୍ତି। ୬୧, ୦୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୮୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୩୧, ୨୬୬ [+୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩୫ [+୪୬] ଜଣ ସକ୍ରୀୟ ଅଛନ୍ତି। ୩୦, ୬୩୧ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.