Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬୬...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬୬ ମୃତ

38

ନୂଆ ଦିଲ୍ଲୀ ୧୬-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୦୧,୬୩୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୫୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୩,୯୯,୯୬୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୭,୮୬୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୦୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୫୩,୫୭୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୦୪୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୬୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୧,୯୮୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୫୯%

ଆରୋଗ୍ୟ ହୋଇଛନ୍ତି ୯୮.୦୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୭, ୨୩, ୭୭, ୦୪୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮, ୩୬, ୧୧୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୮, ୯୮, ୩୫, ୨୫୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୯, ୨୩, ୦୦୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୦୩ ୧୨୯
ଆନ୍ଧ୍ରପ୍ରଦେଶ ୬୪୫୩ ୨୦୩୮୯୬୦ ୭୧୨ ୧୪୨୯୫
ଅରୁଣାଚଳ ପ୍ରଦେଶ ୧୮୩ ୫୪୫୦୧ ୨୫ ୨୮୦
ଆସାମ ୩୪୫୮ ୫୯୬୫୪୭ ୨୮୪ ୫୯୩୯
ବିହାର ୪୬ ୭୧୬୩୧୪ ୯୬୬୧
ଚଣ୍ଡିଗଡ଼ ୩୦ ୬୪୪୪୭ ୮୨୦
ଛତିଶଗଡ ୧୯୭ ୯୯୧୮୫୭ ୧୬ ୧୩୫୭୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୮
ଦିଲ୍ଲୀ ୩୨୭ ୧୪୧୩୯୨୧ ୩୬ ୨୫୦୮୯
୧୦ ଗୋଆ ୬୪୮ ୧୭୩୪୨୩ ୮୧ ୩୩୩୯
୧୧ ଗୁଜୁରାଟ ୨୧୨ ୮୧୫୯୬୦ ୧୭ ୧୦୦୮୬
୧୨ ହରିୟାଣା ୧୧୬ ୭୬୦୮୮୪ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୩୬୧ ୨୧୬୧୨୫ ୧୧୪ ୩୭୧୭
୧୪ ଜାମ୍ମୁ କାଶ୍ମୀର ୮୯୫ ୩୨୫୫୬୪ ୯୧ ୪୪୨୬
୧୫ ଝାଡଖଣ୍ଡ ୧୩୦ ୩୪୩୧୫୦ ୫୧୩୫
୧୬ କର୍ଣ୍ଣାଟକ ୯୭୦୦ ୨୯୩୫୨୩୮ ୩୬୮ ୩୭୯୩୧
୧୭ କେରଳ ୯୫୩୪୯ ୪୭୧୬୭୨୮ ୯୮୭୨ ୨୬୭୩୪ ୬୭
୧୮ ଲଦାଖ ୪୨ ୨୦୬୨୧ ୨୦୮
୧୯ ଲକ୍ଷଦୀପ ୧୦୩୧୩ ୫୧
୨୦ ମଧ୍ୟପ୍ରଦେଶ ୧୦୬ ୭୮୨୦୪୬ ୧୧ ୧୦୫୨୩
୨୧ ମହାରାଷ୍ଟ୍ର ୩୩୩୭୯ ୬୪୧୫୩୧୬ ୧୮୯୮ ୧୩୯୭୩୪ ୨୯
୨୨ ମଣିପୁର ୧୪୪୪ ୧୧୯୨୦୮ ୧୦୯ ୧୮୯୩
୨୩ ମେଘାଳୟ ୮୯୩ ୮୦୪୯୦ ୭୯ ୧୪୩୨
୨୪ ମିଜୋରାମ ୧୩୩୧୬ ୯୭୯୫୫ ୧୨୧୧ ୩୮୦
୨୫ ନାଗାଲାଣ୍ଡ ୨୨୮ ୩୦୬୪୫ ୩୨ ୬୭୪
୨୬ ଓଡ଼ିଶା ୪୮୧୭ ୧୦୨୧୧୮୦ ୫୩୫ ୮୨୭୯
୨୭ ପୁଡୁଚେରୀ ୬୧୧ ୧୨୪୮୩୬ ୭୩ ୧୮୪୯
୨୮ ପଞ୍ଜାବ ୨୨୮ ୫୮୫୨୨୪ ୨୫ ୧୬୫୪୦
୨୯ ରାଜସ୍ଥାନ ୪୦ ୯୪୫୩୮୯ ୮୯୫୪
୩୦ ସିକ୍କିମ୍ ୧୮୯ ୩୧୧୫୯ ୫୧ ୩୯୧
୩୧ ତାମିଲନାଡୁ ୧୫୨୩୮ ୨୬୩୩୫୩୪ ୧୪୪୨ ୩୫୮୬୯ ୧୬
୩୨ ତେଲେଙ୍ଗାନା ୪୦୫୬ ୬୬୦୭୩୦ ୨୧୮ ୩୯୩୬
୩୩ ତ୍ରିପୁରା ୧୦୨ ୮୩୩୮୧ ୧୨ ୮୧୬
୩୪ ଉତ୍ତରାଖଣ୍ଡ ୧୭୯ ୩୩୬୧୬୩ ୭୩୯୭
୩୫ ଉତ୍ତରପ୍ରଦେଶ ୧୩୩ ୧୬୮୬୯୮୪ ୨୨୮୯୭
୩୬ ପଶ୍ଚିମବଙ୍ଗ ୭୫୧୩ ୧୫୫୨୯୯୭ ୫୦୬ ୧୮୯୫୩
ମୋଟ ୨୦୧୬୩୨ ୩୩୩୯୯୯୬୧ ୧୭୮୬୧ ୪୫୧୯୮୦ ୧୬୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.