Home Coronavirus Outbreak ରାଜ୍ୟରେ ଆଜି ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

89

ଭୁବନେଶ୍ୱର ୨୪ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆ ଆକ୍ରାନ୍ତ: ୩୩୯
୦-୧୮ ବର୍ଷର : ୬୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୯
– ସ୍ଥାନୀୟ ଅଞ୍ଚଳରୁ୧୪୦
୧- ଅନୁଗୁଳ ଜିଲ୍ଲାରୁ – ୧୪
୨- ବାଲେଶ୍ୱର ଜିଲ୍ଲାରୁ – ୧୪
୩- ବରଗଡ଼ ଜିଲ୍ଲାରୁ – ୫
୪- ଭଦ୍ରକ ଜିଲ୍ଲାରୁ – ୪
୫- ବଲାଙ୍ଗୀର ଜିଲ୍ଲାରୁ – ୩
୬- ବୌଦ୍ଦ ଜିଲ୍ଲାରୁ – ୨
୭- କଟକ ଜିଲ୍ଲାରୁ – ୧୭
୮- ଦେବଗଡ଼ ଜିଲ୍ଲାରୁ – ୪
୯- ଢେଙ୍କାନାଳ ଜିଲ୍ଲାରୁ – ୨
୧୦- ଗଜପତି ଜିଲ୍ଲାରୁ – ୨୫
୧୧- ଗଞ୍ଜାମ ଜିଲ୍ଲାରୁ – ୧୪
୧୨- ଯାଜପୁର ଜିଲ୍ଲାରୁ – ୧୪
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧୨
୧୪- କଳାହାଣ୍ଡି ଜିଲ୍ଲାରୁ – ୪
୧୫- କନ୍ଧମାଳ ଜିଲ୍ଲାରୁ – ୨
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫
୧୭- ଖୋର୍ଦ୍ଧାରୁ: ୩୬
୧୮- କୋରାପୁଟ ଜିଲ୍ଲାରୁ – ୧୬
୧୯- ମାଲକାନଗିରି : ୧
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୧୯
୨୧- ନବରଙ୍ଗପୁର ଜିଲ୍ଲାରେ: ୩
୨୨- ନୟାଗଡ଼ ଜିଲ୍ଲାରୁ – ୪
୨୩- ନୂଆପଡ଼ା ଜିଲ୍ଲାରୁ – ୧
୨୪- ପୁରୀ ଜିଲ୍ଲାରୁ – ୧
୨୫- ରାୟଗଡ଼ା ଜିଲ୍ଲାରୁ – ୬
୨୬- ସମ୍ବଲପୁର ଜିଲ୍ଲାରୁ – ୧୪
୨୭- ସୋନପୁର ଜିଲ୍ଲାରୁ – ୮
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୮୦
୨୯- State Pool: ୯
– ନୂଆ ସୁସ୍ଥ ହୋଇଥିଲେ୭୯୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୯୦୪୫୪୩୯
– ମୋଟ ଆକ୍ରାନ୍ତ ୧୨୮୩୯୭୮
– ମୋଟ ସୁସ୍ଛ ହୋଲେଣି ୧୨୭୧୦୧୮
– ସକ୍ରୀୟ ଆକ୍ରାନ୍ତ – ୩୮୬୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.