Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୭୮୫୩୦କୁ...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୭୮୫୩୦କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

212

ଭୁବନେଶ୍ୱର ୨୩-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୮୫୩୦କୁ ବୃଦ୍ଧି ପାଇଛି।

– ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ –୬୦୬

– ନୂଆ ଆକ୍ରାନ୍ତ: ୨୯୯୩

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୭୯

– ସ୍ଥାନୀୟ ଅଞ୍ଚଳରୁ୧୧୧୪

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୨୧

୨- ବାଲେଶ୍ୱର ଜିଲ୍ଲାରୁ –  ୧୧୫

୩- ବରଗଡ଼ ଜିଲ୍ଲାରୁ –  ୯୮

୪- ଭଦ୍ରକ ଜିଲ୍ଲାରୁ –  ୯୨

୫- ବଲାଙ୍ଗୀର ଜିଲ୍ଲାରୁ –  ୬୨

୬- ବୌଦ୍ଦ ଜିଲ୍ଲାରୁ –  ୯

୭- କଟକ ଜିଲ୍ଲାରୁ –  ୧୫୮

୮- ଦେବଗଡ଼ ଜିଲ୍ଲାରୁ –  ୯

୯- ଢେଙ୍କାନାଳ ଜିଲ୍ଲାରୁ –  ୬୦

୧୦- ଗଜପତି ଜିଲ୍ଲାରୁ –  ୪୩

୧୧- ଗଞ୍ଜାମ ଜିଲ୍ଲାରୁ –  ୨୭୧

୧୨- ଜଗତସିଂହପୁର ଜିଲ୍ଲାରୁ –  ୪୬

୧୩- ଯାଜପୁର ଜିଲ୍ଲାରୁ –  ୧୨୧

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୪୩

୧୫- କଳାହାଣ୍ଡି ଜିଲ୍ଲାରୁ –  ୩୬

୧୬- କନ୍ଧମାଳ ଜିଲ୍ଲାରୁ –  ୫୮

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୩

୧୮- କେନ୍ଦୁଝର ଜିଲ୍ଲାରୁ –  ୬୩

୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ –୬୦୬

୨୦- କୋରାପୁଟ ଜିଲ୍ଲାରୁ –  ୯୫

୨୧- ମାଲକାନଗିରି : ୮୫

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୨୦

୨୩- ନବରଙ୍ଗପୁର ଜିଲ୍ଲାରେ: ୬୮

୨୪- ନୟାଗଡ଼ ଜିଲ୍ଲାରୁ –  ୧୫୩

୨୫- ନୂଆପଡ଼ା ଜିଲ୍ଲାରୁ –  ୧୧

୨୬- ପୁରୀ ଜିଲ୍ଲାରୁ –  ୧୫୬

୨୭- ରାୟଗଡ଼ା ଜିଲ୍ଲାରୁ –  ୧୩୭

୨୮- ସମ୍ବଲପୁର ଜିଲ୍ଲାରୁ –  ୧୦୪

୨୯- ସୋନପୁର ଜିଲ୍ଲାରୁ –  ୪୦

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୭୦

– ନୂଆ ସୁସ୍ଥ ହୋଇଥିଲେ୧୭୭୩

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୩୦୨୭୧୧

– ମୋଟ ଆକ୍ରାନ୍ତ ୭୮୫୩୦

– ମୋଟ ସୁସ୍ଥ ହେଲେଣି ୫୨୨୭୬

– ସକ୍ରୀୟ ଆକ୍ରାନ୍ତ –  ୨୫୭୯୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.