Home Coronavirus Outbreak ଦେଶରେ ୬୯, ୨୩୯ ନୂଆ କରୋନା ଆକ୍ରାନ୍ତ, ୯୧୨ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୬, ୭୦୬...

ଦେଶରେ ୬୯, ୨୩୯ ନୂଆ କରୋନା ଆକ୍ରାନ୍ତ, ୯୧୨ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୬, ୭୦୬ କୁ ବୃଦ୍ଧି

63

ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୯, ୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୧୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦, ୪୪, ୯୪୧ କୁ ବୃଦ୍ଧି ପାଇଛି ଏବଂ ୭, ୦୭, ୬୬୮ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୨୨, ୮୦, ୫୬୭ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୫୬, ୭୦୬ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.