Home Coronavirus Outbreak ରାଜ୍ୟରେ ଆଜି ୨୬୨ ନୂଆ ଆକ୍ରାନ୍ତ, ୨ ଜଣଙ୍କର ମୃତ୍ୟୁ – ଜାଣନ୍ତୁ କେଉଁ ଜାଲ୍ଲାରୁ...

ରାଜ୍ୟରେ ଆଜି ୨୬୨ ନୂଆ ଆକ୍ରାନ୍ତ, ୨ ଜଣଙ୍କର ମୃତ୍ୟୁ – ଜାଣନ୍ତୁ କେଉଁ ଜାଲ୍ଲାରୁ କେତେ?

63

ଭୁବନେଶ୍ୱର ୧୪ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜାଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୨୬୨
୦-୧୮ ବର୍ଷର : ୪୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୩
– ସ୍ଥାନୀୟ ଅଞ୍ଚଳରୁ୧୦୯
୧- ବାଲେଶ୍ୱର ଜିଲ୍ଲାରୁ – ୧୨
୨- ବରଗଡ଼ ଜିଲ୍ଲାରୁ – ୧
୩- ଭଦ୍ରକ ଜିଲ୍ଲାରୁ – ୫
୪- କଟକ ଜିଲ୍ଲାରୁ – ୨୧
୫- ଦେବଗଡ଼ ଜିଲ୍ଲାରୁ – ୩
୬- ଢେଙ୍କାନାଳ ଜିଲ୍ଲାରୁ – ୫
୭- ଗଞ୍ଜାମ ଜିଲ୍ଲାରୁ – ୨
୮- ଜଗତସିଂହପୁର ଜିଲ୍ଲାରୁ – ୩
୯- ଯାଜପୁର ଜିଲ୍ଲାରୁ – ୬
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮
୧୨- ଖୋର୍ଦ୍ଧାରୁ : ୧୩୨
୧୩- କୋରାପୁଟ ଜିଲ୍ଲାରୁ – ୧
୧୪- ମାଲକାନଗିରି : ୧
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୫
୧୬- ନୟାଗଡ଼ ଜିଲ୍ଲାରୁ – ୨
୧୭- ପୁରୀ ଜିଲ୍ଲାରୁ – ୧
୧୮- ରାୟଗଡ଼ା ଜିଲ୍ଲାରୁ – ୧
୧୯- ସମ୍ବଲପୁର ଜିଲ୍ଲାରୁ – ୧୪
୨୦- ସୁନ୍ଦରଗଡ଼ ଜିଲ୍ଲାରୁ – ୬
୨୧- State Pool: ୩୧
– ନୂଆ ସୁସ୍ଥ ହୋଇଥିଲେ୩୦୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୨୮୩୯୧୫୪
– ମୋଟ ଆକ୍ରାନ୍ତ ୧୦୪୫୪୭୧
– ମୋଟ ସୁସ୍ଛ ହୋଲେଣି ୧୦୩୪୩୦୦
– ସକ୍ରୀୟ ଆକ୍ରାନ୍ତ – ୨୭୪୧

ରାଜ୍ୟରେ ଆଜି କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୩୭୭ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

୧. ଢେଙ୍କାନାଳ ଜିଲ୍ଲାର ୩୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨. ଜଗତସିଂହପୁର ଜିଲ୍ଲାର ୭୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.