Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୨୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮୫...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୨୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮୫ ମୃତ

24

ନୂଆ ଦିଲ୍ଲୀ ୧୪-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୧,୨୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୫,୯୧୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୩୯.୪୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩୩୮୩୭୮୫୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୧,୩୭୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୨୬ କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୪,୩୭,୩୦୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩୯୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୮୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୩,୫୩୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୩୯.୪୭%

ଆରୋଗ୍ୟ ହୋଇଛନ୍ତି ୯୮.୨୫୯୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୧୨, ୦୧, ୦୩, ୨୨୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୭, ୪୩, ୮୪୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୨, ୩୭, ୫୧, ୩୪୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୫୫, ୯୦୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୩୪ ୧୨୯
ଆନ୍ଧ୍ରପ୍ରଦେଶ ୩୧୨୮ ୨୦୫୨୨୩୦ ୨୫୪ ୧୪୪୧୨
ଅରୁଣାଚଳ ପ୍ରଦେଶ ୪୨ ୫୪୮୯୪ ୨୮୦
ଆସାମ ୩୨୭୨ ୬୦୪୪୬୫ ୧୬୨ ୬୦୪୭
ବିହାର ୨୯ ୭୧୬୪୬୨ ୯୬୬୨
ଚଣ୍ଡିଗଡ଼ ୨୪ ୬୪୫୩୬ ୮୨୦
ଛତିଶଗଡ ୨୩୦ ୯୯୨୫୦୮ ୨୧ ୧୩୫୮୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୩୬୧ ୧୪୧୪୯୩୪ ୬୬ ୨୫୦୯୩
୧୦ ଗୋଆ ୨୬୩ ୧୭୪୮୩୦ ୩୬ ୩୩୭୪
୧୧ ଗୁଜୁରାଟ ୨୨୬ ୮୧୬୬୦୮ ୩୧ ୧୦୦୯୦
୧୨ ହରିୟାଣା ୧୪୦ ୭୬୧୨୩୦ ୧୦୦୫୦
୧୩ ହିମାଚଳ ପ୍ରଦେଶ ୧୧୦୦ ୨୨୦୮୦୦ ୧୩୭ ୩୮୧୨
୧୪ ଜାମ୍ମୁ କାଶ୍ମୀର ୧୪୫୦ ୩୨୮୧୦୮ ୯୫ ୪୪୪୮
୧୫ ଝାଡଖଣ୍ଡ ୧୪୧ ୩୪୩୭୧୩ ୨୬ ୫୧୩୮
୧୬ କର୍ଣ୍ଣାଟକ ୮୦୫୬ ୨୯୪୫୪୧୫ ୨୫୧ ୩୮୧୪୩
୧୭ କେରଳ ୬୯୨୫୮ ୪୯୫୦୨୮୧ ୬୪୬୮ ୩୫୬୮୫ ୧୭୪
୧୮ ଲଦାଖ ୧୫୪ ୨୦୭୮୩ ୧୫ ୨୧୧
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୭୫ ୭୮୨୩୫୭ ୧୦ ୧୦୫୨୪
୨୧ ମହାରାଷ୍ଟ୍ର ୧୫୮୬୬ ୬୪୬୬୯୧୩ ୧୦୨୦ ୧୪୦୫୬୫ ୪୯
୨୨ ମଣିପୁର ୭୯୯ ୧୨୧୬୮୭ ୩୬ ୧୯୪୬
୨୩ ମେଘାଳୟ ୨୭୭ ୮୨୨୭୪ ୨୬ ୧୪୬୨
୨୪ ମିଜୋରାମ ୫୬୫୧ ୧୨୨୪୯୪ ୩୮୯ ୪୫୯
୨୫ ନାଗାଲାଣ୍ଡ ୧୬୩ ୩୧୧୨୩ ୬୯୨
୨୬ ଓଡ଼ିଶା ୨୫୩୪ ୧୦୩୪୩୦୦ ୩୦୯ ୮୩୭୫
୨୭ ପୁଡୁଚେରୀ ୨୭୫ ୧୨୬୨୬୩ ୨୮ ୧୮୬୩
୨୮ ପଞ୍ଜାବ ୩୧୮ ୫୮୫୮୮୯ ୧୩ ୧୬୫୭୧
୨୯ ରାଜସ୍ଥାନ ୭୧ ୯୪୫୪୭୮ ୮୯୫୪
୩୦ ସିକ୍କିମ୍ ୧୨୧ ୩୧୫୭୫ ୧୩ ୪୦୦
୩୧ ତାମିଲନାଡୁ ୯୭୫୧ ୨୬୬୮୦୦୧ ୯୩୪ ୩୬୨୭୩ ୧୪
୩୨ ତେଲେଙ୍ଗାନା ୩୭୪୧ ୬୬୫୭୫୫ ୧୫୬ ୩୯୭୩
୩୩ ତ୍ରିପୁରା ୧୧୬ ୮୩୭୩୨ ୧୬ ୮୧୭
୩୪ ଉତ୍ତରାଖଣ୍ଡ ୧୫୮ ୩୩୬୪୫୩ ୭୪୦୩
୩୫ ଉତ୍ତରପ୍ରଦେଶ ୯୦ ୧୬୮୭୨୬୨ ୨୨୯୦୯
୩୬ ପଶ୍ଚିମବଙ୍ଗ ୮୦୩୧ ୧୫୭୫୯୮୦ ୮୨୮ ୧୯୩୦୭ ୧୩
ମୋଟ ୧୩୫୯୧୮ ୩୩୮୩୭୮୫୯ ୧୧୩୭୬ ୪୬୩୫୩୦ ୨୮୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.