Home Coronavirus Outbreak ରାଜ୍ୟରେ ଆଜି ୨୨୮ ନୂଆ ଆକ୍ରାନ୍ତ, ୨ ଜଣଙ୍କର ମୃତ୍ୟୁ

ରାଜ୍ୟରେ ଆଜି ୨୨୮ ନୂଆ ଆକ୍ରାନ୍ତ, ୨ ଜଣଙ୍କର ମୃତ୍ୟୁ

104

ଭୁବନେଶ୍ୱର ୩୦ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତ: ୨୨୮
୦-୧୮ ବର୍ଷର : ୩୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୩୪
– ସ୍ଥାନୀୟ ଅଞ୍ଚଳରୁ୯୪
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୧
୩- ବରଗଡ଼ ଜିଲ୍ଲାରୁ – ୧
୪- ଭଦ୍ରକ ଜିଲ୍ଲାରୁ – ୧
୫- ବଲାଙ୍ଗୀର ଜିଲ୍ଲାରୁ – ୩
୬- କଟକ ଜିଲ୍ଲାରୁ – ୧୭
୭- ଢେଙ୍କାନାଳ ଜିଲ୍ଲାରୁ – ୧
୮- ଗଞ୍ଜାମ ଜିଲ୍ଲାରୁ – ୫
୯- ଜଗତସିଂହପୁର ଜିଲ୍ଲାରୁ – ୪
୧୦- ଯାଜପୁର ଜିଲ୍ଲାରୁ – ୭
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୩- କେନ୍ଦୁଝର ଜିଲ୍ଲାରୁ – ୩
୧୪- ଖୋର୍ଦ୍ଧାରୁ : ୯୬
୧୫- କୋରାପୁଟ ଜିଲ୍ଲାରୁ – ୨
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୨୧
୧୭- ନବରଙ୍ଗପୁର ଜିଲ୍ଲାରେ: ୧
୧୮- ନୟାଗଡ଼ ଜିଲ୍ଲାରୁ – ୨
୧୯- ପୁରୀ ଜିଲ୍ଲାରୁ – ୧୦
୨୦- ରାୟଗଡ଼ା ଜିଲ୍ଲାରୁ – ୩
୨୧- ସମ୍ବଲପୁର ଜିଲ୍ଲାରୁ – ୧୧
୨୨- ସୋନପୁର ଜିଲ୍ଲାରୁ – ୨
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୫
୨୪- State Pool: ୨୩
– ନୂଆ ସୁସ୍ଥ ହୋଇଥିଲେ୨୨୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୩୭୨୭୮୭୩
– ମୋଟ ଆକ୍ରାନ୍ତ ୧୦୪୯୧୦୮
– ମୋଟ ସୁସ୍ଛ ହୋଲେଣି ୧୦୩୮୩୦୬
– ସକ୍ରୀୟ ଆକ୍ରାନ୍ତ – ୨୩୩୮

ରାଜ୍ୟରେ ଆଜି କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୮, ୪୧୧ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ

୧. ଝାରସୁଗୁଡା ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୨. ନୁଆପଡା ଜିଲ୍ଲାର ୧୯ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.