Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୯୯୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୦...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୯୯୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୦ ମୃତ

66

ନୂଆ ଦିଲ୍ଲୀ ୩୦-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୯୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୦,୫୪୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୯୦୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୦,୧୮,୨୯୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୧୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୫୩୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୮୭,୮୨୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୩୧୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୯୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୮,୯୮୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୯୦୭%

ଆରୋଗ୍ୟ ହୋଇଛନ୍ତି ୯୮.୩୫୩୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୬%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୩, ୨୫, ୦୨, ୭୬୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୮, ୮୦, ୫୪୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୪, ୧୩, ୦୩, ୮୪୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୦, ୧୨, ୫୨୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୪୬ ୧୨୯
ଆନ୍ଧ୍ରପ୍ରଦେଶ ୨୧୦୨ ୨୦୫୬୧୮୪ ୧୩୮ ୧୪୪୩୯
ଅରୁଣାଚଳ ପ୍ରଦେଶ ୩୫ ୫୪୯୫୮ ୨୮୦
ଆସାମ ୨୫୯୫ ୬୦୮୦୧୫ ୨୩୦ ୬୦୯୮
ବିହାର ୩୯ ୭୧୬୫୧୭ ୯୬୬୩
ଚଣ୍ଡିଗଡ଼ ୫୮ ୬୪୫୭୮ ୮୨୦
ଛତିଶଗଡ ୩୧୮ ୯୯୨୮୬୮ ୨୮ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୨୮୫ ୧୪୧୫୫୧୭ ୩୬ ୨୫୦୯୮
୧୦ ଗୋଆ ୨୭୬ ୧୭୫୨୩୦ ୧୯ ୩୩୮୪
୧୧ ଗୁଜୁରାଟ ୨୬୨ ୮୧୭୦୮୧ ୪୯ ୧୦୦୯୨
୧୨ ହରିୟାଣା ୧୬୫ ୭୬୧୪୭୩ ୧୯ ୧୦୦୫୪
୧୩ ହିମାଚଳ ପ୍ରଦେଶ ୮୨୪ ୨୨୨୪୨୨ ୬୧ ୩୮୪୭
୧୪ ଜାମ୍ମୁ କାଶ୍ମୀର ୧୬୨୬ ୩୩୦୫୭୯ ୧୮୧ ୪୪୭୬
୧୫ ଝାଡଖଣ୍ଡ ୯୫ ୩୪୩୯୯୭ ୫୧୪୦
୧୬ କର୍ଣ୍ଣାଟକ ୬୯୦୭ ୨୯୫୦୭୪୭ ୨୦୫ ୩୮୨୦୩
୧୭ କେରଳ ୪୫୧୩୮ ୫୦୫୧୯୯୮ ୫୭୭୯ ୩୯୯୫୫ ୧୧୭
୧୮ ଲଦାଖ ୨୫୦ ୨୧୦୭୬ ୨୯ ୨୧୪
୧୯ ଲକ୍ଷଦୀପ ୨୪ ୧୦୩୧୯ ୫୧
୨୦ ମଧ୍ୟପ୍ରଦେଶ ୧୨୬ ୭୮୨୪୯୬ ୧୦୫୨୮
୨୧ ମହାରାଷ୍ଟ୍ର ୧୧୫୨୫ ୬୪୮୨୪୯୩ ୮୫୩ ୧୪୦୯୬୨ ୨୧
୨୨ ମଣିପୁର ୬୫୫ ୧୨୨୫୩୯ ୪୩ ୧୯୭୫
୨୩ ମେଘାଳୟ ୨୮୫ ୮୨୭୦୪ ୩୨ ୧୪୭୨
୨୪ ମିଜୋରାମ ୩୮୦୫ ୧୩୦୫୧୨ ୫୩୧ ୪୯୩
୨୫ ନାଗାଲାଣ୍ଡ ୧୪୦ ୩୧୨୭୩ ୬୯୬
୨୬ ଓଡ଼ିଶା ୨୧୬୫ ୧୦୩୮୩୦୬ ୨୨୧ ୮୪୦୯
୨୭ ପୁଡୁଚେରୀ ୨୯୬ ୧୨୬୭୨୫ ୨୮ ୧୮୭୨
୨୮ ପଞ୍ଜାବ ୩୨୯ ୫୮୬୩୩୦ ୨୬ ୧୬୫୯୯
୨୯ ରାଜସ୍ଥାନ ୧୮୭ ୯୪୫୬୨୮ ୨୪ ୮୯୫୫
୩୦ ସିକ୍କିମ୍ ୧୨୧ ୩୧୭୦୯ ୧୧ ୪୦୩
୩୧ ତାମିଲନାଡୁ ୮୨୯୧ ୨୬୮୧୪୩୪ ୭୬୭ ୩୬୪୭୨
୩୨ ତେଲେଙ୍ଗାନା ୩୫୮୧ ୬୬୮୨୨୭ ୧୩୭ ୩୯୯୦
୩୩ ତ୍ରିପୁରା ୭୮ ୮୩୮୯୦ ୧୦ ୮୨୩
୩୪ ଉତ୍ତରାଖଣ୍ଡ ୧୩୨ ୩୩୬୬୮୭ ୫୧ ୭୪୦୮
୩୫ ଉତ୍ତରପ୍ରଦେଶ ୮୬ ୧୬୮୭୩୯୧ ୨୨୯୧୦
୩୬ ପଶ୍ଚିମବଙ୍ଗ ୭୭୩୩ ୧୫୮୮୧୭୨ ୫୭୧ ୧୯୪୭୩ ୧୧
ମୋଟ ୧୦୦୫୪୩ ୩୪୦୧୮୨୯୯ ୧୦୧୧୬ ୪୬୮୯୮୦ ୧୯୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.