Home Top News ରାଜ୍ୟରେ ଆଜି ୨୧୨ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ୨୧୨ କରୋନା ଆକ୍ରାନ୍ତ

55

ଭୁବନେଶ୍ୱର ୨୩-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୨୧୨
୦-୧୮ ବର୍ଷର : ୭୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୩
– ସ୍ଥାନୀୟ ଅଞ୍ଚଳରୁ୮୯
୧- ବାଲେଶ୍ୱର ଜିଲ୍ଲାରୁ – ୩
୨- ଭଦ୍ରକ ଜିଲ୍ଲାରୁ – ୧
୩- ବୌଦ୍ଦ ଜିଲ୍ଲାରୁ – ୧
୪- କଟକ ଜିଲ୍ଲାରୁ – ୨
୫- ଗଞ୍ଜାମ ଜିଲ୍ଲାରୁ – ୨
୬- ଜଗତସିଂହପୁର ଜିଲ୍ଲାରୁ – ୩
୭- ଯାଜପୁର ଜିଲ୍ଲାରୁ – ୮
୮- ଝାରସୁଗୁଡ଼ା ଜିଲ୍ଲାରୁ – ୨
୯- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧
୧୦- ଖୋର୍ଦ୍ଧାରୁ : ୯୦
୧୧- କୋରାପୁଟ ଜିଲ୍ଲାରୁ – ୨
୧୨- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୧୩- ନୟାଗଡ଼ ଜିଲ୍ଲାରୁ – ୧
୧୪- ପୁରୀ ଜିଲ୍ଲାରୁ – ୯
୧୫- ସମ୍ବଲପୁର ଜିଲ୍ଲାରୁ – ୧୩
୧୬- ସୁନ୍ଦରଗଡ଼ ଜିଲ୍ଲାରୁ – ୩୯
୧୭- State Pool: ୨୨
– ନୂଆ ସୁସ୍ଥ ହୋଇଥିଲେ୨୪୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୩୩୩୪୪୩୩
– ମୋଟ ଆକ୍ରାନ୍ତ ୧୦୪୭୩୮୬
– ମୋଟ ସୁସ୍ଛ ହୋଲେଣି ୧୦୩୬୭୪୬
– ସକ୍ରୀୟ ଆକ୍ରାନ୍ତ – ୨୧୯୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.