Home Top News ରାଜ୍ୟରେ ଆଜି ୧୯୧ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୧୯୧ ନୂଆ ଆକ୍ରାନ୍ତ ଚିହ୍ନଟ

56

ଭୁବନେଶ୍ୱର ୨୭ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୧ ନୂଆ ଆକ୍ରାନ୍ତ ଚିହ୍ନଟ। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୧୯୧
୦-୧୮ ବର୍ଷର : ୩୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୨
– ସ୍ଥାନୀୟ ଅଞ୍ଚଳରୁ୭୯
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୧୦
୩- ଭଦ୍ରକ ଜିଲ୍ଲାରୁ – ୨
୪- ବଲାଙ୍ଗୀର ଜିଲ୍ଲାରୁ – ୧
୫- ବୌଦ୍ଦ ଜିଲ୍ଲାରୁ – ୨
୬- କଟକ ଜିଲ୍ଲାରୁ – ୧୩
୭- ଗଞ୍ଜାମ ଜିଲ୍ଲାରୁ – ୧
୮- ଜଗତସିଂହପୁର ଜିଲ୍ଲାରୁ – ୨
୯- ଯାଜପୁର ଜିଲ୍ଲାରୁ – ୭
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨
୧୨- କେନ୍ଦୁଝର ଜିଲ୍ଲାରୁ – ୧
୧୩- ଖୋର୍ଦ୍ଧା : ୮୭
୧୪- କୋରାପୁଟ ଜିଲ୍ଲାରୁ – ୧
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୪
୧୬- ନୟାଗଡ଼ ଜିଲ୍ଲାରୁ – ୧
୧୭- ନୂଆପଡ଼ା ଜିଲ୍ଲାରୁ – ୧
୧୮- ପୁରୀ ଜିଲ୍ଲାରୁ – ୪
୧୯- ସମ୍ବଲପୁର ଜିଲ୍ଲାରୁ – ୯
୨୦- ସୋନପୁର ଜିଲ୍ଲାରୁ – ୩
୨୧- ସୁନ୍ଦରଗଡ଼ ଜିଲ୍ଲାରୁ – ୧୩
୨୨- State Pool: ୨୧
– ନୂଆ ସୁସ୍ଥ ହୋଇଥିଲେ୨୫୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୩୬୨୫୫୪୬
– ମୋଟ ଆକ୍ରାନ୍ତ ୧୦୪୮୬୮୩
– ମୋଟ ସୁସ୍ଛ ହୋଲେଣି ୧୦୩୭୮୬୪
– ସକ୍ରୀୟ ଆକ୍ରାନ୍ତ – ୨୩୫୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.