Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୭୭୪ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୭୭୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୨୧ ମୃତ

31

ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୭୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୫,୬୯୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୦୫୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୯,୯୮,୨୭୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯,୪୮୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୩୯୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୭୨,୫୨୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୩୨୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୨୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୮,୫୫୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୦୫୭%

ଆରୋଗ୍ୟ ହୋଇଛନ୍ତି ୯୮.୩୩୯୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୬%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୧, ୯୪, ୭୧, ୧୩୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮୨, ୮୬, ୦୫୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୪୬ ୧୨୯
ଆନ୍ଧ୍ରପ୍ରଦେଶ ୨୧୫୮ ୨୦୫୫୮୫୬ ୨୫୩ ୧୪୪୩୨
ଅରୁଣାଚଳ ପ୍ରଦେଶ ୩୭ ୫୪୯୫୨ ୨୮୦
ଆସାମ ୨୭୨୦ ୬୦୭୬୨୪ ୧୮୯ ୬୦୯୧
ବିହାର ୩୯ ୭୧୬୫୧୦ ୯୬୬୩
ଚଣ୍ଡିଗଡ଼ ୫୨ ୬୪୫୭୧ ୮୨୦
ଛତିଶଗଡ ୩୨୬ ୯୯୨୮୧୪ ୨୦ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୨୯୦ ୧୪୧୫୪୪୮ ୩୭ ୨୫୦୯୬
୧୦ ଗୋଆ ୨୭୫ ୧୭୫୧୮୩ ୩୧ ୩୩୮୧
୧୧ ଗୁଜୁରାଟ ୨୯୧ ୮୧୬୯୯୯ ୪୫ ୧୦୦୯୨
୧୨ ହରିୟାଣା ୧୫୯ ୭୬୧୪୪୧ ୧୦ ୧୦୦୫୪
୧୩ ହିମାଚଳ ପ୍ରଦେଶ ୮୦୯ ୨୨୨୨୮୭ ୯୭ ୩୮୪୫
୧୪ ଜାମ୍ମୁ କାଶ୍ମୀର ୧୭୨୪ ୩୩୦୧୮୯ ୧୪୧ ୪୪୭୩
୧୫ ଝାଡଖଣ୍ଡ ୧୦୯ ୩୪୩୯୬୭ ୨୦ ୫୧୪୦
୧୬ କର୍ଣ୍ଣାଟକ ୬୭୮୩ ୨୯୫୦୩୦୬ ୧୭୬ ୩୮୧୯୬
୧୭ କେରଳ ୪୯୧୫୨ ୫୦୪୦୫୨୮ ୫୧୪୪ ୩୯୬୭୯ ୫୫୪
୧୮ ଲଦାଖ ୨୪୯ ୨୧୦୩୨ ୨୧ ୨୧୩
୧୯ ଲକ୍ଷଦୀପ ୨୮ ୧୦୩୧୫ ୫୧
୨୦ ମଧ୍ୟପ୍ରଦେଶ ୧୧୨ ୭୮୨୪୮୦ ୧୪ ୧୦୫୨୮
୨୧ ମହାରାଷ୍ଟ୍ର ୧୧୯୦୫ ୬୪୮୦୭୯୯ ୭୩୮ ୧୪୦୯୦୮ ୧୭
୨୨ ମଣିପୁର ୬୭୩ ୧୨୨୪୭୪ ୧୮ ୧୯୭୦
୨୩ ମେଘାଳୟ ୩୦୮ ୮୨୬୩୫ ୪୪ ୧୪୭୧
୨୪ ମିଜୋରାମ ୪୧୧୭ ୧୨୯୬୭୨ ୪୬୬ ୪୯୦
୨୫ ନାଗାଲାଣ୍ଡ ୧୩୫ ୩୧୨୬୯ ୬୯୬
୨୬ ଓଡ଼ିଶା ୨୨୨୨ ୧୦୩୭୮୬୪ ୨୫୫ ୮୪୦୬
୨୭ ପୁଡୁଚେରୀ ୩୨୬ ୧୨୬୬୬୨ ୩୦ ୧୮୭୨
୨୮ ପଞ୍ଜାବ ୩୧୩ ୫୮୬୨୮୪ ୩୯ ୧୬୫୯୩
୨୯ ରାଜସ୍ଥାନ ୧୮୭ ୯୪୫୫୯୯ ୧୩ ୮୯୫୫
୩୦ ସିକ୍କିମ୍ ୧୧୪ ୩୧୬୯୪ ୪୦୩
୩୧ ତାମିଲନାଡୁ ୮୩୮୨ ୨୬୭୯୮୯୫ ୭୬୫ ୩୬୪୫୪ ୧୧
୩୨ ତେଲେଙ୍ଗାନା ୩୫୪୫ ୬୬୭୯୪୬ ୧୪୮ ୩୯୮୮
୩୩ ତ୍ରିପୁରା ୮୯ ୮୩୮୭୪ ୮୨୧
୩୪ ଉତ୍ତରାଖଣ୍ଡ ୧୫୦ ୩୩୬୬୨୬ ୭୪୦୭
୩୫ ଉତ୍ତରପ୍ରଦେଶ ୮୬ ୧୬୮୭୩୭୭ ୨୨୯୧୦
୩୬ ପଶ୍ଚିମବଙ୍ଗ ୭୮୨୦ ୧୫୮୬୮୮୨ ୭୧୭ ୧୯୪୫୦ ୧୧
ମୋଟ ୧୦୫୬୯୧ ୩୩୯୯୮୨୭୮ ୯୪୮୧ ୪୬୮୫୫୪ ୬୨୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.