Home Coronavirus Outbreak ରାଜ୍ୟରେ ଆଜି ୧୮୬ କରୋନା ଆକ୍ରାନ୍ତ, ଜଣେ ମୃତ

ରାଜ୍ୟରେ ଆଜି ୧୮୬ କରୋନା ଆକ୍ରାନ୍ତ, ଜଣେ ମୃତ

37

ଭୁବନେଶ୍ୱର ୨୦ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି କରୋନା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୮,୪୪୫ କୁ ବୃଦ୍ଧି ପାଇଛି। ତେବେ

ନୂଆ ଆକ୍ରାନ୍ତ: ୧୮୬
୦-୧୮ ବର୍ଷର : ୩୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦୯
– ସ୍ଥାନୀୟ ଅଞ୍ଚଳରୁ୭୭
୧- ଅନୁଗୁଳ ଜିଲ୍ଲାରୁ – ୩
୨- ବାଲେଶ୍ୱର ଜିଲ୍ଲାରୁ – ୧
୩- ବରଗଡ଼ ଜିଲ୍ଲାରୁ – ୧
୪- ଭଦ୍ରକ ଜିଲ୍ଲାରୁ – ୩
୫- କଟକ ଜିଲ୍ଲାରୁ – ୧୮
୬- ଦେବଗଡ଼ ଜିଲ୍ଲାରୁ – ୫
୭- ଗଜପତି ଜିଲ୍ଲାରୁ – ୨
୮- ଗଞ୍ଜାମ ଜିଲ୍ଲାରୁ – ୧
୯- ଜଗତସିଂହପୁର ଜିଲ୍ଲାରୁ – ୩
୧୦- ଯାଜପୁର ଜିଲ୍ଲାରୁ – ୨
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧
୧୩- ଖୋର୍ଦ୍ଧାରୁ : ୯୪
୧୪- ମୟୁରଭଞ୍ଜ ଜିଲ୍ଲାରୁ – ୫
୧୫- ନୟାଗଡ଼ ଜିଲ୍ଲାରୁ – ୨
୧୬- ପୁରୀ ଜିଲ୍ଲାରୁ – ୨
୧୭- ରାୟଗଡ଼ା ଜିଲ୍ଲାରୁ – ୩
୧୮- ସମ୍ବଲପୁର ଜିଲ୍ଲାରୁ – ୮
୧୯- ସୁନ୍ଦରଗଡ଼ ଜିଲ୍ଲାରୁ – ୭
୨୦- State Pool: ୨୩
– ନୂଆ ସୁସ୍ଥ ହୋଇଥିଲେ୨୫୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୮୮୩୮୬୦
– ମୋଟ ଆକ୍ରାନ୍ତ ୧୦୫୩୦୨୦
– ମୋଟ ସୁସ୍ଛ ହୋଲେଣି ୧୦୪୨୭୦୧
– ସକ୍ରୀୟ ଆକ୍ରାନ୍ତ – ୧୮୨୧

ରାଜ୍ୟରେ ଆଜି କରୋନା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୮,୪୪୫ କୁ ବୃଦ୍ଧି ପାଇଛି। ତେବେ
ଖୋର୍ଦ୍ଧା ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ ଏବଂ ଆଜମା ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.