Home Coronavirus Outbreak ରାଜ୍ୟରେ ଆଜି ପୁଣି ୬୨ ନୂଆ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ପୁଣି ୬୨ ନୂଆ କରୋନା ଆକ୍ରାନ୍ତ

71

ଭୁବନେଶ୍ୱର ୨୫ -୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୬୨
୦-୧୮ ବର୍ଷର : ୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୭
– ସ୍ଥାନୀୟ ଅଞ୍ଚଳରୁ୨୫
୧- ବାଲେଶ୍ୱର ଜିଲ୍ଲାରୁ – ୨
୨- କଟକ ଜିଲ୍ଲାରୁ – ୮
୩- ଜଗତସିଂହପୁର ଜିଲ୍ଲାରୁ – ୧
୪- ଝାରସୁଗୁଡ଼ା ଜିଲ୍ଲାରୁ – ୧
୫- ଖୋର୍ଦ୍ଧାରୁ : ୩୭
୬- କୋରାପୁଟ ଜିଲ୍ଲାରୁ – ୧
୭- ପୁରୀ ଜିଲ୍ଲାରୁ – ୧
୮- ସୁନ୍ଦରଗଡ଼ ଜିଲ୍ଲାରୁ – ୨
୯- State Pool: ୯
– ନୂଆ ସୁସ୍ଥ ହୋଇଥିଲେ୪୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୦୨୨୭୨୩
– ମୋଟ ଆକ୍ରାନ୍ତ ୧୨୮୯୧୯୧
– ମୋଟ ସୁସ୍ଛ ହୋଲେଣି ୧୨୭୯୬୦୨
– ସକ୍ରୀୟ ଆକ୍ରାନ୍ତ – ୪୧୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.