Home Coronavirus Outbreak ରାଜ୍ୟରେ ଆଜି ନୂଆ ୨୩୯ ଆକ୍ରାନ୍ତ, ୨ ମୃତ

ରାଜ୍ୟରେ ଆଜି ନୂଆ ୨୩୯ ଆକ୍ରାନ୍ତ, ୨ ମୃତ

101

ଭୁବନେଶ୍ୱର ୨୦ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ନୂଆ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୨୩୯
୦-୧୮ ବର୍ଷର: ୩୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୪୦
– ସ୍ଥାନୀୟ ଅଞ୍ଚଳରୁ୯୯
୧- ବାଲେଶ୍ୱର ଜିଲ୍ଲାରୁ – ୭
୨- ବରଗଡ଼ ଜିଲ୍ଲାରୁ – ୧
୩- ଭଦ୍ରକ ଜିଲ୍ଲାରୁ – ୨
୪- ବଲାଙ୍ଗୀର ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୨୪
୬- ଦେବଗଡ଼ ଜିଲ୍ଲାରୁ – ୧
୭- ଢେଙ୍କାନାଳ ଜିଲ୍ଲାରୁ – ୧
୮- ଗଞ୍ଜାମ ଜିଲ୍ଲାରୁ – ୪
୯- ଜଗତସିଂହପୁର ଜିଲ୍ଲାରୁ – ୧
୧୦- ଯାଜପୁର ଜିଲ୍ଲାରୁ – ୭
୧୧- କନ୍ଧମାଳ ଜିଲ୍ଲାରୁ – ୧
୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୩- ଖୋର୍ଦ୍ଧାରୁ: ୧୨୩
୧୪- କୋରାପୁଟ ଜିଲ୍ଲାରୁ – ୧
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୧୬- ନୟାଗଡ଼ ଜିଲ୍ଲାରୁ – ୧
୧୭- ପୁରୀ ଜିଲ୍ଲାରୁ – ୩
୧୮- ସମ୍ବଲପୁର ଜିଲ୍ଲାରୁ – ୬
୧୯- ସୁନ୍ଦରଗଡ଼ ଜିଲ୍ଲାରୁ – ୯
୨୦- State Pool: ୨୯
– ନୂଆ ସୁସ୍ଥ ହୋଇଥିଲେ୩୫୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୩୧୭୭୯୫୩
– ମୋଟ ଆକ୍ରାନ୍ତ ୧୦୪୬୭୯୮
– ମୋଟ ସୁସ୍ଛ ହୋଲେଣି ୧୦୩୫୯୬୭
– ସକ୍ରୀୟ ଆକ୍ରାନ୍ତ – ୨୩୮୭

ରାଜ୍ୟରେ ଆଜି କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ୮୩୯୧ କୁ ବୃଦ୍ଧି ପାଇଛି। ତେବେ

୧. ଭୁବନେଶ୍ୱରର ଜଣେ ୮୬ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗ ଏବଂ ଡେଙ୍ଗୁ ଜ୍ୱରରେ ମଧ୍ୟ ପୀଡିତ ଥିଲେ।

୨. ଭୁବନେଶ୍ୱରର ୭୬ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.