Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୮୬,୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ, ୫୭୩...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୮୬,୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ

62

ନୂଆ ଦିଲ୍ଲୀ ୨୭-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୮୬,୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦୈନିକ ସକରାତ୍ମକତା ହାର (୧୯.୫୯%)

ସାପ୍ତାହିକ ସକରାତ୍ମକତା ହାର (୧୭.୭୫%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୨,୦୨,୪୭୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୫.୪୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୭୬,୭୭,୩୨୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୦୬,୩୫୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୩.୩୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୩,୭୧,୫୦୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୦,୫୪୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୭୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୯୧,୭୦୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୫.୪୬%

ଆରୋଗ୍ୟ ହୋଇଛନ୍ତି ୯୩.୩୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୩, ୮୪, ୩୯, ୨୦୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୨, ୩୫, ୨୬୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୨, ୨୧, ୬୬, ୨୪୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୬୨, ୨୬୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୫୪୫ ୮୯୩୧ ୧୧୨ ୧୨୯
ଆନ୍ଧ୍ରପ୍ରଦେଶ ୧୦୬୩୧୮ ୨୧୦୧୬୮୫ ୮୬୮୭ ୧୪୫୭୦
ଅରୁଣାଚଳ ପ୍ରଦେଶ ୩୩୦୯ ୫୭୧୯୯ ୩୪୮ ୨୮୪
ଆସାମ ୩୭୪୧୦ ୬୬୧୦୮୪ ୭୩୬୫ ୬୩୫୯ ୨୧
ବିହାର ୧୨୫୯୭ ୭୯୩୦୨୪ ୪୨୮୭ ୧୨୨୦୪
ଚଣ୍ଡିଗଡ଼ ୬୧୪୯ ୮୦୧୬୪ ୧୫୦୦ ୧୧୦୫
ଛତିଶଗଡ ୨୯୧୮୦ ୧୦୬୫୪୯୧ ୪୩୮୨ ୧୩୭୭୯ ୧୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୭୫ ୧୧୦୭୧ ୪୨
ଦିଲ୍ଲୀ ୩୮୩୧୫ ୧୭୪୬୯୭୨ ୧୧୧୬୪ ୨୫୭୧୦ ୨୯
୧୦ ଗୋଆ ୧୫୭୧୯ ୨୧୪୭୩୫ ୩୯୩୬ ୩୬୩୦
୧୧ ଗୁଜୁରାଟ ୧୨୮୧୯୨ ୯୬୯୨୩୪ ୨୦୮୨୯ ୧୦୩୨୩ ୨୧
୧୨ ହରିୟାଣା ୩୯୫୮୮ ୮୭୭୩୯୯ ୯୫୭୧ ୧୦୨୧୯
୧୩ ହିମାଚଳ ପ୍ରଦେଶ ୧୧୧୪୧ ୨୪୮୮୧୨ ୨୯୧୨ ୩୯୬୧
୧୪ ଜାମ୍ମୁ କାଶ୍ମୀର ୪୭୯୬୯ ୩୬୨୧୬୮ ୫୦୦୫ ୪୬୩୫
୧୫ ଝାଡଖଣ୍ଡ ୧୩୯୦୮ ୪୦୫୧୪୩ ୨୯୨୧ ୫୨୮୬
୧୬ କର୍ଣ୍ଣାଟକ ୩୫୭୯୩୯ ୩୨୫୭୭୬୯ ୪୧୬୯୯ ୩୮୭୦୫ ୩୯
୧୭ କେରଳ ୩୦୧୨୬୯ ୫୪୨୧୩୦୭ ୩୪୪୩୯ ୫୨୨୮୧ ୧୪୦
୧୮ ଲଦାଖ ୧୩୦୮ ୨୩୬୮୪ ୧୮୮ ୨୨୩
୧୯ ଲକ୍ଷଦୀପ ୨୬୭ ୧୦୫୭୯ ୪୦ ୫୨
୨୦ ମଧ୍ୟପ୍ରଦେଶ ୭୨୨୨୪ ୮୪୧୩୪୬ ୮୬୦୪ ୧୦୫୯୧
୨୧ ମହାରାଷ୍ଟ୍ର ୩୦୨୫୭୨ ୭୧୬୦୨୯୩ ୩୯୮୫୭ ୧୪୨୩୧୬ ୭୯
୨୨ ମଣିପୁର ୩୭୪୪ ୧୨୫୫୬୧ ୨୪୦ ୨୦୩୪
୨୩ ମେଘାଳୟ ୨୪୯୪ ୮୫୫୫୬ ୨୫୪ ୧୫୦୩
୨୪ ମିଜୋରାମ ୧୨୭୦୩ ୧୫୨୩୬୭ ୬୩୩ ୫୯୧
୨୫ ନାଗାଲାଣ୍ଡ ୮୨୮ ୩୨୪୧୨ ୭୭ ୭୦୮
୨୬ ଓଡ଼ିଶା ୬୪୪୮୭ ୧୧୫୨୨୩୯ ୧୦୦୭୮ ୮୫୪୨ ୧୦
୨୭ ପୁଡୁଚେରୀ ୧୬୨୯୮ ୧୩୮୫୪୫ ୧୫୯୭ ୧୯୧୫
୨୮ ପଞ୍ଜାବ ୪୦୩୧୯ ୬୭୦୬୪୨ ୭୨୩୮ ୧୭୦୮୧ ୨୨
୨୯ ରାଜସ୍ଥାନ ୯୪୧୪୮ ୧୦୫୮୮୯୩ ୧୧୫୭୨ ୯୧୬୧ ୨୧
୩୦ ସିକ୍କିମ୍ ୧୯୨୮ ୩୫୧୮୬ ୩୫୯ ୪୨୫
୩୧ ତାମିଲନାଡୁ ୨୧୩୬୯୨ ୨୯୭୩୧୮୫ ୨୭୫୦୭ ୩୭୩୫୯ ୪୭
୩୨ ତେଲେଙ୍ଗାନା ୩୮୦୨୩ ୭୦୫୦୫୪ ୨୦୪୬ ୪୦୭୮
୩୩ ତ୍ରିପୁରା ୭୧୦୮ ୯୧୫୦୧ ୮୧୯ ୮୮୫
୩୪ ଉତ୍ତରାଖଣ୍ଡ ୩୨୮୯୫ ୩୬୯୮୬୬ ୧୨୪୧ ୭୫୦୧
୩୫ ଉତ୍ତରପ୍ରଦେଶ ୮୦୩୪୨ ୧୮୭୬୭୯୧ ୧୭୦୭୪ ୨୩୧୦୬ ୧୮
୩୬ ପଶ୍ଚିମବଙ୍ଗ ୬୭୩୬୯ ୧୮୯୧୪୪୦ ୧୭୭୩୪ ୨୦୪୪୫ ୩୪
ମୋଟ ୨୨୦୨୪୭୨ ୩୭୬୭୭୩୨୮ ୩୦୬୩୫୭ ୪୯୧୭୦୦ ୫୭୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.