Home Coronavirus Outbreak ରାଜସ୍ଥାନରେ ଓମିକ୍ରନ୍ ର ୨୧ ଟି ନୂଆ ମାମଲା

ରାଜସ୍ଥାନରେ ଓମିକ୍ରନ୍ ର ୨୧ ଟି ନୂଆ ମାମଲା

93

ନୂଆ ଦିଲ୍ଲୀ ୨୫-୨ (ଓଡ଼ିଆ ପୁଅ) ରାଜସ୍ଥାନରେ ଓମିକ୍ରନ୍ ର ୨୧ ଟି ନୂଆ ମାମଲା ରିପୋର୍ଟ ହୋଇଛି।

ଏହା ସହର ରାଜସ୍ଥାନରେରେ ନୂତନ କରୋନାଭାଇରସ୍ ଭାରିଆଣ୍ଟ ଓମିକ୍ରନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୩ କୁ ବୃଦ୍ଧି ହୋଇଛି।

ଏତଦ୍ୟ ବ୍ୟତୀତ ଦେଶରେ ନୂତନ ଭ୍ୟାରିଏଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୪୩୦ରୁ ଉର୍ଦ୍ଧ୍ୱ ହେଲାଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.