Home କୋରାପୁଟ ରାଜର୍ଶି ବିକ୍ରମ ଓାକରସ କ୍ଲବ ବୈଠକ

ରାଜର୍ଶି ବିକ୍ରମ ଓାକରସ କ୍ଲବ ବୈଠକ

24

କୋରାପୁଟ ୨୫-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟଠାରେ ରାକର୍ଶି ବିକ୍ରମ ଓାକରସ କ୍ଲବର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜଗନ ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚଳିତବର୍ଷ  ମଧୁମେହ  ଓ ଦାନ୍ତ ପରୀକ୍ଷା , ଭୋକିଲାଙ୍କୁ ଖାଦ୍ୟ ଓ ସପ୍ତାହିକ ହାଟରେ ଚଲାପାଣି ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ।ଡେପୁଟି ଗଭର୍ଣ୍ଣର ଭାବେ ମନୋନୀତ  ଜଗନ ମୋହନ ସାହୁ , ମହାତ୍ମାଗାନ୍ଧୀ ଫିଲୋସିପ ପାଇଥିବା ସ୍ନେହଲତା ସାହୁ  , ସିଲଭର ଡୋନର ଲଲିତ ମୋହନ ପଟନାୟକଙ୍କୁ ସମ୍ମାନ୍ନିତ କରାଯାଇଥିଲା ।ଏହି ବୈଠକରେ ସ୍ନେହଲତା ସାହୁ ,ନାରାୟଣ ପଣ୍ଡା ,ବିଜୟ କୁମାର ପଟନାୟକ ,ଲଲିତ ମୋହନ ପଟନାୟକ ,ସୁଷମା ପଟନାୟକ ,ଅକ୍ରୁର ଚରଣ ବାରିକ ଓ ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.