Home କେନ୍ଦ୍ରାପଡ଼ା ରଥଦାଣ୍ଡ ଅସ୍ଥାୟୀ ପରିବା ହାଟକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ରଥଦାଣ୍ଡ ଅସ୍ଥାୟୀ ପରିବା ହାଟକୁ ଜିଲ୍ଲାପାଳଙ୍କ ପରିଦର୍ଶନ

122

କେନ୍ଦ୍ରାପଡା ୨/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)ଇଛାପୁରସ୍ଥିତ ରଥଦାଣ୍ଡରେ ଅସ୍ଥାୟୀ ଭାବରେ ଚାଲୁଥିବା ପରିବା ହାଟକୁ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ପରିଦର୍ଶନ କରିବା ସହିତ ପରିବା ଦୋକାନୀମାନଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦ୍ୱରତା ଅବଲମ୍ବନ କରିବା, ଖରାରେ ବସି ବେପାର କରିବା ସମୟରେ ମୁଣ୍ଡ ଉପରେ ଛତା ରଖିବା ଓ ଆବଶ୍ୟକ ଅନୁଯାଇ ପାଣି ପିଇବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ପରିବା ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ବୁଝାଇ ସଚେତନ କରିଥିଲେ। ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଔଷଧ ଦୋକାନ ବ୍ୟତିତ।ନ୍ୟ ସମସ୍ତ ଅନୁମତି ପ୍ରାପ୍ତ ଦୋକାନ ବ୍ୟବସାୟ କରିବା ନିର୍ଦେଶକୁ ସମସ୍ତେ ମାନିବାକୁ ସେ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.