Home ଓଡ଼ିଶା ରଣପୁର ବିଚାର ବିଭାଗୀୟ ଅଦାଲତ ମଧ୍ୟରୁ ନାଗ ସାପ ଉଦ୍ଧାର

ରଣପୁର ବିଚାର ବିଭାଗୀୟ ଅଦାଲତ ମଧ୍ୟରୁ ନାଗ ସାପ ଉଦ୍ଧାର

60

ରଣପୁର(ଓଡିଆ ପୁଅ/ଦେବୀପ୍ରାସଦ ଆଚାର୍ଯ୍ୟ)/୦୬/୧୦- ନୟାଗଡ ଜିଲ୍ଲା ରଣପୁର ପୁରୁଣା ସହସିଲ ଭାଙ୍ଗି ସେଠାରେ ନୂତନ ଡାକ୍ତରଖାନା ନିର୍ମାଣ ହେଉଥିବା ବେଳେ ସେ ପରିସର ମଧ୍ୟରେ ଅନେକ ସାପ ରହୁଥିଲେ । ଗତ ଅକ୍ଟୋବର ୫ ତାରିଖ ବିଲମ୍ବିତ ସଂନ୍ଧ୍ୟା ରେ ଏକ ନାଗ ସାପ ଅଦାଲତ କାର୍ଯ୍ୟାଳୟ ଭିତରେ ପଶିଯାଇଥିଲା ।

ଅଦାଲତ ର ସଫେଇ କର୍ମଚାରୀ ନାଗ ସାପ ଟିକୁ ଦେଖିବା ପରେ ଏକ ସର୍ପ ଧରାଳି କୁ ଡାକି ଥିଲେ  । ସର୍ପ ଧରାଳୀ ମନୁରାଜ ଥାପ୍ପା ସାପଟିକୁ ଧରିନେଇଥିଲା । ପରେ ନାଗ ସାପ ଟିକୁ ନେଇ ମଣିନାଗ ଜଙ୍ଗଲ ରେ ଛଡା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.