Home ଓଡ଼ିଶା ରଣପୁର ପୋଲିସ ଦ୍ୱାରା ୬୦ ହଜାର  ଲୁଟ୍ ଅଭିଯୁକ୍ତ ଅଟକ

ରଣପୁର ପୋଲିସ ଦ୍ୱାରା ୬୦ ହଜାର  ଲୁଟ୍ ଅଭିଯୁକ୍ତ ଅଟକ

37

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୯- ରଣପୁର ଥାନା ଅଂଚଳ ରେ କରୋନା କାଳ ରେ ବେକାରୀ ବଢିବା ଯୋଗୁଁ ଲୁଟ୍ ଓ ଛିନ୍‌ତାଇ ବଢିବା ଘଟଣା ପୋଲିସ ର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି । ଯାହାକୁ ନେଇ ପୋଲିସ ବିବ୍ରତ । ଗତ ୨୮ ତାରିଖ ରେ ରଣପୁର ଅସୁରକୁମାରୀ ନିକଟରେ ଏକ ଛିନତାଇ ଘଟଣା ଘଟିଥିଲା । ଯାହାଦ୍ୱାରା କି ଦୁବୃତ ମାନେ ୬୦ ହଜାର ଟଙ୍କା ଲୁଟି ନେଇଥିଲେ ।

ରଣପୁ ର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ନିର୍ଦେଶ ରେ ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି  ଭାପୁର ଥାନା କରଡାପଲ୍ଲା ଗ୍ରାମର ଜଣେ ଯୁବକ କୁ ଅଗଷ୍ଟ ୩୧ ତାରିଖ ମଧ୍ୟ ରାତ୍ର ରେ ଉଠାଇ ଆଣି ଲୁଟ୍ ଅଭିଯୋଗ ରେ ପଚରା ଉଚରା ଜାରି ରଖିଛନ୍ତି । ଘଟଣା କୁ ଅଭିଯୁକ୍ତ ମାନୁଥିବା ବେଳେ ପୋଲିସ ହୁଏତ ଘଟଣା କୁ ସାଧାରଣ ରୂପ ରେଖ ନେରି ପାରିଥାଏ । ଯାହାକି ରଣପୁର ଥାନା ଅଂଚଳ ରେ ଏକ ଆଲୋଡନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.