Home କେନ୍ଦୁଝର ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

81

ହାଟଡିହି- ୨ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଳକ ଇଞ୍ଚୋଳ ଠାରେ ଶୈଳବାଳା ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ରକ୍ତର ଅଭାବ ଦେଖାଦେଇଥିବାରୁ ଏବେ ଶିବିର ଆୟୋଜନର ଆବଶ୍ୟକତା ଉପରେ ଆଲୋଚନା କରାଯାଇ ଏକ ଶିବିର କରାଯିବାକୁ ନିଷ୍ପତି ନିଆଯାଇଥିଲା । ଜୁନ ଦ୍ୱିତୀୟ ସପ୍ତାହରେ ଏହି ଶିବିର କରିବାକୁ ନିଷ୍ପତି ହୋଇଥିଲା । ଏଥିରେ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଶୈଳବାଳା ଫାଉଣ୍ଡେସନର ସଭାପତି ରାଜୀବ ନାୟକ, ବିକ୍ରମ ପ୍ରଧାନ, ପ୍ରଭାତ ପାତ୍ର, ରଘୁନାଥ ସାହୁ, ଗୋପାଳ ମହାଳିକ, ତ୍ରୀନାଥ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.