Home କେନ୍ଦୁଝର ଯୋଡା : ସାମ୍ପ୍ରଦାୟିକ ବିଦ୍ୱେଶ ସୃଷ୍ଟି ଅଭିଯୋଗରେ ଜଣେ ଗିରଫ

ଯୋଡା : ସାମ୍ପ୍ରଦାୟିକ ବିଦ୍ୱେଶ ସୃଷ୍ଟି ଅଭିଯୋଗରେ ଜଣେ ଗିରଫ

128

ଯୋଡା, ୨୧ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବଡବିଲ ଥାନା ଅନ୍ତର୍ଗତ ବାକଲ ହଟିଂରୁ ଏମ୍‌.ଡି. ଅକତର ଖାନ (୪୩) ନାମକ ଜଣେ ବ୍ୟକ୍ତିଙ୍କୁ ସାମ୍ପ୍ରଦାୟିକ ବିଦ୍ୱେଶ ସୃଷ୍ଟି କରୁଥିବା ଅଭିଯୋଗରେ ବଡବିଲ ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲଣ କରିଥିବା ଜଣାପଡଛି । ସେ ସୋଶିଆଲ ମିଡିଆ ମାଧ୍ୟମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ସାମ୍ପ୍ରଦାୟିକ ବିଦ୍ସେଶ ସୃଷ୍ଟି କରୁଥିବା ଯୋଗୁଁ ତାଙ୍କୁ କେଶ ନଂ. ୭୬/୨୦.୦୫.୨୦୨୦ରେ ଦଫା ୧୫୩ ଏ, ୨୯୫ଏ, ୫୦୫ (୨) ଆଇପିସି ରେ ମାମଲା ଋଜୁ କରାଯାଇଛି । ଏବଂ ତାଙ୍କ ଠାରୁ ବ୍ୟବହୃତ ମୋବାଇଲଟିକୁ ମଧ୍ୟ ଜବତ କରାଯାଇଛି ବୋଲି ବଡବିଲ ଥାନା ଭାରପ୍ରାପ୍ତ ଅଧିକାରୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.