Home ଓଡ଼ିଶା ଯୋଡା ଶିଶୁ ମନ୍ଦିରରେ ଜାତୀୟ ଗଣୀତ ଦିବସ ପାଳନ

ଯୋଡା ଶିଶୁ ମନ୍ଦିରରେ ଜାତୀୟ ଗଣୀତ ଦିବସ ପାଳନ

382

ାା ଯୋଡା, ୨୦/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶୁକ୍ରବାର ଦିନ କୁନ୍ଦୁରୁନାଲାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଯୋଡା ଠାରେ ଜାତୀୟ ଗଣିତ ଦାବିସ ପାଳିତ ହୋଇଯାଇଛି । ଉକ୍ତ ଦିବସରେ ବିଦ୍ୟାଳୟର ବରିଷ୍ଠ ଆ·ର୍ଯ୍ୟ ଦିନବନ୍ଧୁ ମହାନ୍ତ ଦ୍ୱୀପ ପ୍ରଜ୍ଜଳନ କରି ଏହାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଆ·ର୍ଯ୍ୟ ଜୟକିଶୋର ନାଏକ, ଅଞ୍ଜନ କୁମାର ମିଶ୍ର ଜାତୀୟ ଗଣିତ ଦିବସ ମହତ୍ୱ ବିଷୟରେ ଶିଶୁମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଦିବସ ପାଳନ ଅବସରରେ ଶିଶୁ ମାନଙ୍କ ମଧ୍ୟରେ ଗଣିତ ପ୍ରଶ୍ନ ମଞ୍ଚ ଅନୁଷ୍ଠୀତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.