Home ଓଡ଼ିଶା ଯୋଡା : ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ

ଯୋଡା : ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ

223

ଯୋଡା, ୧୫ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବୁଧବାର ଦିନ ବଲାଣୀ ସେଲ୍ କଣ୍ଟ୍ରାକ୍ଟର ସୋସାଇଟି ପକ୍ଷରୁ ୧ଲକ୍ଷ ଟଙ୍କା ଏବଂ ବଡବିଲସ୍ଥିତ ନିଳାଦ୍ରୀ ସଂଗଠନ ପକ୍ଷରୁ ୫୧ ହଜାର ଟଙ୍କାର ଦୁଇଟି ଚେକ୍ ବଡବିଲ ତହସିଲଦାର କ୍ଷୀରୋଦ ବେହେରାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠୀକୁ ଦାନ କରିଥିବା ଜଣାପଡିଛି । କୋଭିଡ୍‌-୧୯ର ସହାୟତା ନିମନ୍ତେ ଏହି ରାଶି ପ୍ରଦାନ କରାଯାଇଥିବା ବେଳେ କଣ୍ଟ୍ରାକ୍ଟର ମାନଙ୍କ ପକ୍ଷରୁ ମହାଜନ ଚୌଧୁରୀ, ଅବଦୁଲ ହନାନ ଖାନ, ଲମ୍ବୋଧର ପଲେଇ, ଶ୍ରବଣ କୁମାର ଗୋସ୍ୱାମୀ, ହେଦର ଅଲ୍ଲି ଏବଂ ନିଳାଦ୍ରୀ ପକ୍ଷରୁ କପିଳ ମହାନ୍ତି ତହସିଲଦାରଙ୍କୁ ଭେଟି ଏହି ଟେକ୍ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.