Home ଓଡ଼ିଶା ଯୋଡା : ନିଆଁରେ ପୋଡି ମହିଳା ଗୁରୁତର, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଯୋଡା : ନିଆଁରେ ପୋଡି ମହିଳା ଗୁରୁତର, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

52

ଯୋଡା, ୩ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ବ୍ଲକ ଅନ୍ତର୍ଗତ ଉଚ୍ଚବାଲି ଗ୍ରାମର ଗୁରୁବାରି ବାରିକ୍ ନାମକ ଜଣେ ମହିଳା ନିଆଁରେ ପୋଡି ହୋଇ ଗୁରୁତର ହୋଇପଡିଥିବା ଜଣାପଡିଛି । ପ୍ରଥମେ ତାଙ୍କ ପରିବାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ତ୍ରିବେଣୀ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ପରବର୍ତ୍ତି ସମୟରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସେଠାରେ ସେ ଏବେ ଚିକିତ୍ସାଧିନ ଥିବା ଜଣାପଡିଛି । ତେବେ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.