Home ଅପରାଧ ଯୁବତୀଙ୍କୁ ଅସଦାଚରଣ: ପ୍ରତିବାଦ କରିବାରୁ ପିଟିଲେ, ରାସ୍ତାରେ ଫିଙ୍ଗି ଚାଲିଗଲେ

ଯୁବତୀଙ୍କୁ ଅସଦାଚରଣ: ପ୍ରତିବାଦ କରିବାରୁ ପିଟିଲେ, ରାସ୍ତାରେ ଫିଙ୍ଗି ଚାଲିଗଲେ

2951

ଭୁବନେଶ୍ୱର:ପୁରୀ ଜିଲ୍ଲା କୋଣାର୍କ-ଗୋପ ରାସ୍ତାରେ ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ଆସିଛି।ଯୁବତୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ରାସ୍ତାରେ ଉପରେ ପିଟିପିଟି ଲହୁଲୁହାଣ କରି ଫିଙ୍ଗି ଦେଇ ଚାଲି ଯାଇଥିଲେ ଦୁଇ ଯୁବକ।ଆହତ ଯୁବତୀ ଜଣଙ୍କ ଆକୁଳ ନିବେଦନ କରୁଥିବା ବେଳେ ସ୍ଥାନୀୟ ଲୋକ ପହଞ୍ଚି ପୋଲିସକୁ ଖବର ଦେବା ପରେ କୋଣାର୍କ ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଯୁବତୀ ଜଣକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.